ରାଜନୀତି

politics

ମୁଖ୍ୟ ଖବରରାଜନୀତି

ଆଠଗଡ଼ ଉପନିର୍ବାଚନ ପାଇଁ ବିଜ୍ଞପ୍ତି

୨୯ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରଖାଯାଇଥିବା ବେଳେ ମାର୍ଚ୍ଚ ୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୩ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ରଖାଯାଇଛି ।

ବିସ୍ତୃତ
ରାଜନୀତି

ପିସିସି ନିର୍ବାଚନ ଇସ୍ତାହାର ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ

ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣିଥିଲା ।

ବିସ୍ତୃତ
ରାଜନୀତି

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ନେତାଙ୍କ ନିର୍ବାଚନ ପ୍ରଚାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଏବଂ ମାଲକାନଗିରି, ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ ଚନ୍ଦକା ଅଞ୍ଚଳରେ ପ୍ରଚାର କରିଛନ୍ତି ।

ବିସ୍ତୃତ
ଓଡିଶା ଖବରମୁଖ୍ୟ ଖବରରାଜନୀତି

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତପରେ କଂଗ୍ରେସର ସମାବେଶ

ଗତ ୧୨ବର୍ଷ ମଧ୍ୟରେ ସରକାର ବିକାଶ ନାମରେ ବିନାଶ ଚଳାଇଛି ବୋଲି ସମାବେଶରେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ ।

ବିସ୍ତୃତ
1 23 24 25
Page 24 of 25