Category: ଆମ ରୋସେଇ ଘରୁ

recipe

ହଳଧର ନାଗ ଏବଂ ତାଙ୍କର ଲୋକପ୍ରିୟ କବିତା

ଜୀବନ ଯେମିତି କବିତା ବି ସେମିତି। ନିହାତି ସାଧାରଣ ଲୋକ ବୁଝିପାରିଲା ଭଳି ଭାଷାରେ ଲେଖନ୍ତି ହଳଧର। ନିଜେ ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି। ତେଣୁ ନିଜ ଅଂଚଳର କଥିତ ଭାଷାରେ ର୍ହି ଲେଖିଛନ୍ତି ନିଜର ଓ ଲୋକଙ୍କର କଥା। ସମ୍ବଲପୁରୀ ବା କୋଶଳୀ ହେଉଛି ପଶ୍ଚିମ ଓଡ଼ିଶାର କଥିତ ଭାଷା। ସେଇ ଭାଷାରେ ଅଜସ୍ର…

ଆରିସା ପିଠା

ଗୁଡ ବହଳିଆ ହୋଇଆସିଲେ ଗୋଟିଏ ପାତ୍ର ଅଳ୍ପ ଥଣ୍ଡା ପାଣି ନିଅନ୍ତୁ । ଫୁଟୁଥିବା ଗୁଡକୁ ବୁନ୍ଦା ବୁନ୍ଦା କରି ପାଣିରେ ପକାନ୍ତୁ । ପାଣି ତଳେ ଯଦି ଗୁଡ ବୁନ୍ଦା ଗୁଡିକ ବସିଯାଏ ତା'ହେଲେ ଗୁଡ ପାଗ ହୋଇଗଲାଣି ବୋଲି ଜାଣିବେ।

ଭେଜିଟେବୁଲ ପ୍ୟାନ୍ କେକ୍

ସମସ୍ତ ପରିବାକୁ ଚୁନାଚୁନା କରି କାଟି ରଖନ୍ତୁ । ପିଆଜକୁ ମଧ୍ୟ ସେହିଭଳି ଭାବରେ କାଟି ରଖନ୍ତୁ । ସୁଜି,ମଇଦା,ବେସନ,ହଳଦି, ଲୁଣକୁ ଏକାଠି ଅଳ୍ପ ପାଣି ଦେଇ ଭଲ ଭାବରେ ମିଶାନ୍ତୁ ।

ରାଇସ ପକୁଡି

ରନ୍ଧା ଭାତକୁ ଭଲ ଭାବରେ ଚକଟି ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ । ବର୍ତ୍ତମାନ ଚକଟି ରଖିଥିବା ଭାତରେ ପିଆଜ, କଞ୍ଚାଲଙ୍କା, ଲେମ୍ବୁ ରସ, ଧନିଆପତ୍ର, ଭଜା ବାଦାମ ମଞ୍ଜି, ଭୃଷଙ୍ଗପତ୍ର,ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ ।

ଚିଙ୍ଗୁଡ଼ି ପଲାଉ

ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଧୋଇ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜ ଓ ଆକୁ ପତଳା ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । ଗାଜର ଓ କ୍ୟାପସିକମ୍ କୁ ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ

ପାଳଙ୍ଗ ପକୁଡ଼ି

ଏଥିରେ ବେସନ, କର୍ଣ୍ଣଫ୍ଲୋର, କରିପାଉଡ଼ର ଓ ବେକିଙ୍ଗ ପାଉଡ଼ର ପକାନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ଏହି ସମସ୍ତ ସାମଗ୍ରୀକୁ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ ।

“ଏଗ୍ ଡ଼୍ରପ ସୁପ୍” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଅଣ୍ଡାକୁ ଭାଙ୍ଗି କେଶର ଅଲଗା କରି ଅଣ୍ଡାର ଧଳା ଅଠାକୁ ଫେଣ୍ଟି ଅଲଗା ରଖନ୍ତୁ । ଚିକେନ୍ ଷ୍ଟକକୁ ଗୋଟିଏ ପାତ୍ରରେ ଚୂଲିରେ ବସାନ୍ତୁ । ଚିକେନ୍ ଷ୍ଟକ ଫୁଲି ଆସିଲେ ସେଥିରେ ଛତୁ, ଚିକେନ୍, ଟମାଟୋ ଓ ମଟର ଦାନା ପକାନ୍ତୁ ।

ନବରତ୍ନ ପଲାଉ

ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର ଓ ସାହାଜିରା ପକାନ୍ତୁ । ଡାଲଚିନି, ଗୁଜୁରାତି ଓ ଅଳେଇଚ ଛେଚି ପକାନ୍ତୁ । ବର୍ତ୍ତମାନ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଆସିଲେ ଅଦା, ରସୁଣ ଓ କଞ୍ଚାଲଙ୍କା ଛେଚି ପକାନ୍ତୁ ।

“ଚକଲେଟ୍ ଲେୟାର କେକ୍” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

କୋକୋ ପାଉଡର, ମଇଦା ଓ ବେକିଙ୍ଗ ପାଉଡରକୁ ଏକାଠି ମିଶାଇ ରଖନ୍ତୁ । ପୂର୍ବରୁ ଫେଣ୍ଟି ରଖିଥିବା ଅଣ୍ଡା ମିଶ୍ରଣରେ ମଇଦାକୁ ଗୋଟେ ଗୋଟେ ଚାମଚ ପକାଇ ଭଲ ଭାବରେ ଗୋଳାନ୍ତୁ ।

“ବନ୍ଧା କୋବି ପକୁଡ଼ି” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଏଥିରେ ପାଣି ଦିଅନ୍ତୁ ନାହିଁ, କାରଣ ବନ୍ଧା କୋବିରେ ଲୁଣ ପକାଇଲେ ଏଥିରୁ ପାଣି ବାହାରି ଥାଏ । ଏହିମିଶ୍ରଣକୁ ଭଲ ଭାବରେ ଗୋଳାଇ ରଖନ୍ତୁ ।

This website uses cookies.