Category: ତୃତୀୟ ନୟନ

ଅସହିଷ୍ଣୁତାର ସୀମା- ପ୍ରଶାନ୍ତ ପଟ୍ଟନାୟକ (ତୃତୀୟ ନୟନ)

ପୁରସ୍କାର ଗ୍ରହଣ କରିବା ବା ପ୍ରତ୍ୟାଖ୍ୟାନ କରିବା କିମ୍ବା ଫେରାଇ ଦେବା ସମ୍ପୃକ୍ତ ବ୍ୟକ୍ତି ବା ସାହିତ୍ୟିକଙ୍କ ବ୍ୟକ୍ତିଗତ ଅଧିକାର । ଏଥିରେ ହସ୍ତକ୍ଷେପ କରିବାର କୌଣସି କ୍ଷମତା ବା ଅଧିକାର ଅନ୍ୟମାନଙ୍କର ନାହିଁ । ତେଣୁ ସେମାନେ ପୁରସ୍କାର ଫେରାଉଥିବା ଲେଖକମାନଙ୍କୁ ସମର୍ଥନ ନ କଲେ ମଧ୍ୟ ସେମାନଙ୍କ ପ୍ରତି କଟୁ ମନ୍ତବ୍ୟ କରିବା…

ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ପରିସ୍ଥିତି (ତୃତୀୟ ନୟନ)

ସ୍ୱାସ୍ଥ୍ୟ ବିଭାଗରେ ଉଚ୍ଛେଦ ହୋଇଥିବା ପଦବୀକୁ ମିଶାଇ ପ୍ରାୟ ୧୭ ହଜାର ପଦବୀ ଖାଲିଥିବା କଥା ପୂର୍ବରୁ ଅର୍ଥମନ୍ତ୍ରୀ ସ୍ୱୀକାର କରିଛନ୍ତି । କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ତିନୋଟି ସରକାରୀ ମେଡ଼ିକାଲ କଲେଜ ଓ ଗୋଟିଏ ନୋଡାଲ କଲେଜରେ ୩୭୫ ଶିକ୍ଷକ ପଦବୀ ଖାଲିପଡ଼ିଛି ।

ତୃତୀୟ ନୟନ: ମୋ ଦୃଷ୍ଟିରେ ବ୍ରହ୍ମ ବିଭ୍ରାଟ, ଦଇତାପତି ଓ ସରକାର

ବ୍ରହ୍ମ ପରିବର୍ତ୍ତନରେ ଘଟିଯାଇଥିବା ମହାବିଭ୍ରାଟ ପାଇଁ ଶ୍ରୀ ପଟ୍ଟନାୟକ ରହସ୍ୟମୟ ନୀରବତା ଅବଲମ୍ବନ କରିବା ପରିବର୍ତ୍ତେ ଏଥିପାଇଁ ଦାୟୀ ଥିବା ପ୍ରତ୍ୟେକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଲେ ସେ ରାଜ୍ୟବାସୀଙ୍କ ଶ୍ରଦ୍ଧା, ସମ୍ମାନ ଓ ଆସ୍ଥାଭାଜନ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

(ତୃତୀୟ ନୟନ: ପ୍ରଶାନ୍ତ ପଟ୍ଟନାୟକ) ପ୍ରଗତି, ସନ୍ତୁଷ୍ଟି ଓ ଭିକ୍ଷା ବୃତ୍ତି

ରାଜ୍ୟବାସୀ ଭିକ୍ଷୁକ ମନବୃତ୍ତି ନେଇ ସରକାରଙ୍କ ପାଖରେ ଅନୁଦାନ ପାଇଁ ହାତପାତି ରହିଛନ୍ତି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ସମ୍ମାନ ସହ ବଞ୍ଚିବାର ଅଧିକାର ଦେବା ପରିବର୍ତ୍ତେ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ମୃତ୍ୟୁ ପରେ ଶବ ସଂସ୍କାର ପର୍ଯ୍ୟନ୍ତ ସବୁସ୍ତରରେ ବିଭିନ୍ନ ପ୍ରକାର ଅନୁଦାନ ଯୋଗାଇ ଦେବାର ବ୍ୟବସ୍ଥା କରିଥିବାରୁ ନବୀନ ସରକାର…

ନବକଳେବର ଓ ଶଙ୍କରାଚାର୍ଯ୍ୟ ବିବାଦ

ଶ୍ରୀ ଜୀଉମାନଙ୍କର ଦାରୁ ଚିହ୍ନଟ ହେବା ପରେ ରାଜ୍ୟର ଜନସାଧାରଣଙ୍କ ମନରେ ଯେଭଳି ପ୍ରବଳ ଉତ୍କଣ୍ଠା ଦେଖାଦେଇଛି ଏବଂ ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଦଇତାପତି ଓ ବିଭିନ୍ନ ବର୍ଗର ସେବାୟତମାନଙ୍କୁ ଯେଭଳି ସମ୍ବର୍ଦ୍ଧନା ଓ ସମ୍ମାନ ଜଣାଉଛନ୍ତି ତାହାର ପ୍ରତିବଦଳରେ ସେମାନେ ଭକ୍ତମାନଙ୍କୁ ଅନୁରୂପ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଏକାନ୍ତ ଆବଶ୍ୟକ ।

ଶ୍ରଦ୍ଧାଞ୍ଜଳୀ : ଏକ ଅସ୍ତମିତ ସୂର୍ଯ୍ୟ ପାଇଁ

ପରେ ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖ ଠାରୁ ୧୯୯୯ ମସିହା ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ୧୪୩୭ ଦିନ ଶାସନ କରି ରାଜ୍ୟରେ ସ୍ଥାୟୀ ସରକାର ପ୍ରତିଷ୍ଠାର ଯେଉଁ ମୂଳଦୁଆ ପକାଇଥିଲେ ପରବର୍ତ୍ତୀ କାଳରେ ଶ୍ରୀ ନବୀନ ପଟ୍ଟନାୟକ ସେହିଭଳି ସ୍ଥାୟୀ ସରକାର ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି । ଓଡିଶା ରାଜନୀତି ପାଇଁ…

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ…

ତୃତୀୟ ନୟନ: ପ୍ରଦୂଷଣର ରାଜଧାନୀ

ରାଜଧାନୀକୁ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ଆରମ୍ଭରୁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଥିଲା ତାହା ବାରମ୍ବାର ଖିଲାପ କରାଯାଇଛି । କେତେକ ରାଜନେତା ଓ ପ୍ରଭାବଶାଳୀ ଅମଲାତନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଶହୀଦ ନଗର ସରକାରୀ ମାର୍କେଟ ସମ୍ମୁଖରେ ପାର୍କିଂ ଓ ପାର୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ବାଣ୍ଟି ଦିଆଯାଇଛି ।

ତୃତୀୟ ନୟନ: ସରକାରୀ ନିର୍ଯ୍ୟାତନାର ଶେଷ କେବେ ?

ବିଶେଷକରି ସ୍କୁଲ, କଲେଜ ପଢ଼ୁଆ ଛାତ୍ରଛାତ୍ରୀମାନେ, ରୋଗୀ ଓ ବୁଦ୍ଧିଜୀବୀମାନେ ଏହାଦଦ୍ୱାରାବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ।

ବିଜୁଙ୍କ ସ୍ୱପ୍ନ: କେତେ ସତ? କେତେ ମିଛ?(ତୃତୀୟ ନୟନ)

_ûeòaûeòK eûR^úZò Keòaû ùKùa ùjùf aòRêue @ûgð aû Ê_Ü^[ôfû, GK[û ùKak IWÿògûùe ^êùjñ, icMâ ùgùe KûjûKê @RYû ^[ôfû û

This website uses cookies.