Tag Archives: ଅଂଶୁଘାତ

ରୋକ ଠୋକ

ଗ୍ରୀଷ୍ମର ତାତି ଓ ସରକାରଙ୍କ ନୀତି

ପ୍ରଚଣ୍ଡ ରୌଦ୍ର ତାପରେ ଏବେ ଡହକ ବିକଳ ହେଉଛନ୍ତି ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଜନସାଧାରଣ । ସଧାରଣତଃ ଏପ୍ରିଲରୁ ଜୁନ ଭିତରେ ୪୫ଂ ରୁ ଅଧିକ ତାପମାତ୍ରା ଲଗାତାର ଭାବରେ ରହିଲେ ଗ୍ରୀଷ୍ମ ପ୍ରବାହ ଜନୀତ ସତର୍କତା ଜାରି ହୋଇଥାଏ । ହେଲେ ଏଥରର ମାର୍ଚ ମାସରୁ ପରିସ୍ଥିତି ଅସମ୍ଭାଳ ହେଲାଣି ।...

ବିସ୍ତୃତ
ପରିବେଶ

ଭୁବନେଶ୍ଵରରେ ପାରଦ ୪୫.୮ ଡିଗ୍ରୀ, ଏପ୍ରିଲର ସର୍ବକାଳୀନ ରେକର୍ଡ

ପୂର୍ବରୁ ଏପ୍ରିଲ ୨୩ , ୧୯୮୫ ରେ ରାଜଧାନୀ ରେ ସର୍ବୋଛ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରଯାଇଥିଲା। ଚଳିତ ଗ୍ରୀଷ୍ମ ରେ ଏ ପର୍ଯ୍ୟନ୍ତ ୧୬ ଜଣ ଅଂଶୁଘାତ ଜନିତ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି ।

ବିସ୍ତୃତ
ପରିବେଶ

ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି

ପୁରୀର ପ୍ରଫୁଲ୍ଲ କୁମାର ଜେନା, ନୂଆପଡାର କମଳାସିଂହ ସବର, ଢେଙ୍କାନାଳର ଗୌରା ନାୟକ, ବଲାଙ୍ଗିରର ଲକ୍ଷ୍ମଣ ସା, ବାଲେଶ୍ଵରର ମହେଶ୍ଵର ମହାନ୍ତି, ଅନୁଗୁଳର ଶ୍ରୀନିବାସ ଗୋଛାୟତ ଏବଂ ଖୋର୍ଦ୍ଧାର ଗନ୍ତାୟତ ପ୍ରଧାନ ମଧ୍ୟ ମୃତ୍ୟୁ ବରଣ କରିଥିବା ଏହି ଅଫିସ କହିଛି ।

ବିସ୍ତୃତ
ପରିବେଶ

ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି

ଅଂଶୁଘାତରେ କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚଜଣ, ଗଞ୍ଜାମ ଓ ବରଗଡ ଜିଲ୍ଲାରେ ତିନି ଜଣ, ରାୟଗଡା ଓ କଟକ ଜିଲ୍ଲାରେ ଦୁଇ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ବିସ୍ତୃତ
ପରିବେଶ

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୨

ମିଳିଥିବା ଏହି ସୂଚନା ଅନୁସାରେ କେନ୍ଦ୍ରାପଡାରେ ଚାରିଜଣ, ରାୟଗଡାରେ ଦୁଇ ଜଣ ଓ ଗଞ୍ଜାମ, କଟକ, ବରଗଡ, ବଲାଙ୍ଗିର,ବାଲେଶ୍ଵର ଓ ଅନୁଗୁଳରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ବିସ୍ତୃତ
ମୁଖ୍ୟ ଖବର

ଗ୍ରୀଷ୍ମପ୍ରବାହ ଜାରି, ରାଜ୍ୟବ୍ୟାପୀ ଜନଜୀବନ ଅସ୍ତବ୍ୟସ୍ତ

ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୬.୭ ଡ଼ିଗ୍ରୀ ସେଲ୍ସିଅସ୍ ରେକର୍ଡ଼ କରାଯାଇଥିବା ବେଳେ ୧୩ଟି ସହରର ତାପମାତ୍ରା ୪୨ ଡ଼ିଗ୍ରୀ ଉପରେ ରହିଛି ।

ବିସ୍ତୃତ