Tag Archives: ଅଚ୍ୟୁତ ସାମନ୍ତ

ମନୋରଞ୍ଜନ

ପ୍ରଦର୍ଶିତ ହେଲା କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା

ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କ ଗଳ୍ପ 'ଝଡ ପରର ସୂର୍ଯ୍ୟ' ଉପରେ ଆଧାରିତ ଏହି ଚଳଚିତ୍ରକୁ ଶତାଧିକ ବିଶିଷ୍ଟ ବ୍ୟକ୍ତି, ଚଳଚିତ୍ର ପ୍ରେମୀ ଓ କଳାକାର ଭରପୁର ଉପଭୋଗ କରିଥିଲେ।

ବିସ୍ତୃତ
ସଭା ସମିତି

ଅଚ୍ୟୁତ ସାମନ୍ତଙ୍କୁ ବାହାରିନର ସର୍ବୋଚ୍ଚ ସମ୍ମାନ ପ୍ରଦାନ

ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ଅଚ୍ୟୁତ ସାମନ୍ତ ହେଉଛନ୍ତି ପ୍ରଥମ ଭାରତୀୟ । ତାଙ୍କୁ ଏହି ସମ୍ମାନ ତାଙ୍କର ସାମାଜିକ ଦାୟିତ୍ଵବୋଧ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ପ୍ରଦାନ କରାଯାଇଥିବା ବାହାରିନର ସରକାରଙ୍କ ପକ୍ଷରୁ କୁହାଯାଇଛି।

ବିସ୍ତୃତ
ସଭା ସମିତି

ଅଚ୍ୟୁତ ସାମନ୍ତ ପାଇବେ ବାହାରିନର ସର୍ବୋଚ୍ଚ ସମ୍ମାନ

ଜୁନ ତିନି ତାରିଖରେ ବାହାରିନ ରାଜ ପ୍ରସାଦରେ ଅନୁଷ୍ଠିତ ହେବାକୁଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ବାହାରିନର ରାଜା ହାମାଦ ଏହି ସମ୍ମାନରେ ସମ୍ମାନିତ କରିବା ସହ ତାଙ୍କୁ ପୁରସ୍କାର ସ୍ଵରୂପ ଏକ ମିଲିୟନ ଆମେରିକୀୟ ଡ଼ଲାର,ଉପଢୌକନ ଓ ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ । ଏହି ସୂଚନା ବାହାରିନର ସେକ୍ରେଟାରୀ ଜେନେରାଲ ଅଲ୍ଲି ଅବଦୁଲ୍ଲା ଖାଲିଫା ଦେଇଛନ୍ତି ।

ବିସ୍ତୃତ
ଓଡିଶା ଖବର

କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀରେ ଧର୍ମେନ୍ଦ୍ର

ଏହି ଅବସରରେ ସେ ଭାରତ ମାତାର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଧର୍ମେନ୍ଦ୍ର ସବୁବର୍ଗର ଭାରତୀୟଙ୍କୁ ଅନୁରୋଧ କରିଥିଲେ । ମଣିଷଠାରୁ ସବୁ ଚାଲିଯାଇପାରେ, ମାତ୍ର ହୃଦୟରେ ଥିବା ସ୍ନେହ ଓ ପ୍ରେମ ନିଜଠାରୁ ଅଲଗା ହୋଇପାରେନାହିଁ ବୋଲି ସେ କହିଥିଲେ ।

ବିସ୍ତୃତ
ମୁଖ୍ୟ ଖବର

କିଟ୍ ଓ କିସ୍ ସଂପାଦକ ପଦରୁ ଅଚ୍ୟୁତ ସାମନ୍ତଙ୍କ ଅବ୍ୟାହତି

ଏହି ସଂସ୍ଥାରୁ ପାସ୍ କରିଥିବା ଏବଂ ପଢୁଥିବା ଦଶ ଜଣ ଛାତ୍ରଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ସାସ୍ୱତୀ ବଳ ସଭାପତି ଭାବେ ଦାୟିତ୍ୱ ତୁଳାଇବେ ଓ ରବିନ୍ଦ୍ରନାଥ ଦାଶ ସଂପାଦକ ଭାବେ ନିଯୁକ୍ତ ହୋଇଛନ୍ତି ।

ବିସ୍ତୃତ
ମନୋରଞ୍ଜନ

ମହାବାତ୍ୟା ବିଧବାଙ୍କୁ ନେଇ “କଥାନ୍ତର’

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର "ଶୂନ୍ୟ ସ୍ୱରୂପ'ର ନିଦେ୍ର୍ଧଶନା ପରେ ଶ୍ରୀ ଖଟୁଆଙ୍କର ଏହା ଆଉ ଏକ ସଫଳ କୃତୀ ।

ବିସ୍ତୃତ