ଓଡିଶା ନ୍ୟୁଜ/ Odisha News

Tag Archives: ଅପରାଧୀ

ରୋକ ଠୋକ

ଧଳ ସାମନ୍ତଙ୍କ ସାମ୍ରାଜ୍ୟ ଓ ନେତାଙ୍କ ତଥାକଥିତ ନିରୀହତା

ରାଜନୀତିର କଦର୍ଯ୍ୟ ଚକ୍ରବ୍ୟୁହରେ ଅସାମାଜିକ ଅପରାଧୀମାନେ ନିଜକୁ ନାୟକ ଆସନରେ ଆସୀନ କଲାବେଳେ ଆମେ ସମସ୍ତେ ନିରବରେ ସମର୍ଥନ କରୁଛୁ । ଏହି ସମର୍ଥନର ପରିଣତି ସ୍ୱରୂପ ଅପରାଧୀଙ୍କ କଳା ସାମ୍ରାଜ୍ୟ ବଢିଚାଲିଛି ଓ ନେତାମାନଙ୍କର କଳାରଙ୍ଗର ନିରୀହତା ଆମକୁ ସବୁବେଳେ ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ଅଭିପ୍ରେରିତ କରୁଛି ।

ବିସ୍ତୃତ
ରାଜନୀତି

୧୦ ଜୁନରେ ଜମାକାରୀଙ୍କ ରାଜ୍ୟସ୍ତରୀୟ ମହାସମାବେଶ

ସିବିଆଇ ଦାଖଲ କରୁଥିବା ଚାର୍ଜସିଟରେ ପ୍ରମୁଖ ଅପରାଧୀମାନଙ୍କୁ ସ୍ଥାନିତ ନ କରି ଛୋଟ ଅପରାଧୀମାନଙ୍କ ଭିତରେ ସୀମିତ ରଖିବା ଏବଂ ଠକ କମ୍ପାନୀମାନଙ୍କ ସହ ମିଶି ଠକାମୀରେ ଜଡ଼ିତ ଥିବା ଓକିଲ ପ୍ରବର୍ତ୍ତନ ନିର୍ଦେଶାଳୟ ର ଓକିଲାତି ଦାୟିତ୍ୱ ନେବା ସମୂହ ଜମାକାରୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆଚରଣ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ବିସ୍ତୃତ