Tag: ଅପରାଧ

ପୋସ୍କୋ ସଂଘର୍ଷ ଘଟଣାରେ ଚାରି ଗିରଫ

ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାସହ ୨୫ ଜଣ ଆହତ ହୋଇଥିଲେ ।

ଅବସରପ୍ରାପ୍ତ ଆଇପିଏସ୍ ଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ

ଜେନା ୨୦୦୦ରେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ଅନିୟମିତତା ଅଭିଯୋଗରେ ୯ ସରପଞ୍ଚ ନିଲମ୍ବିତ

୨ ଟଙ୍କିଆ ଚାଉଳ ବଣ୍ଟନ, ହିତାଧିକାରୀଙ୍କୁ ମଜୁରି ପ୍ରଦାନରେ ଅନିୟମିତତା ଅଭିଯୋଗରେ ନିଳମ୍ବିତ କରାଯାଇଛି ।

ଗିରଫ ପରେ ଅଭୟ ଏବେ ଚୌଦ୍ଵାର ଜେଲରେ

ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱରରୁ ଗୋବିନ୍ଦପୁର ଫେରିବା ବାଟରେ କୁଜଙ୍ଗ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଅଙ୍ଗନୱାଡ଼ି ସହାୟକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଜଗତସିଂହପୁର ଜିଲ୍ଲାରେ ଅଙ୍ଗନୱାଡ଼ି ସହାୟକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ଧକ୍କା, ୧ଆହତ

ଯାତ୍ରୀବାହୀ କୋରାପୁଟ ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଉଭୟ ଝାରସୁଗୁଡ଼ା ଷ୍ଟେସନରେ ଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।

This website uses cookies.