ଓଡିଶା ନ୍ୟୁଜ/ Odisha News

Tag Archives: ଅସ୍ତ୍ରୋପଚାର

ସ୍ୱାସ୍ଥ୍ୟ

ଅସ୍ତ୍ରୋପ୍ରଚାରର ଛଅ ମାସ ପରେ ମହିଳାଙ୍କ ପେଟରୁ କଇଁଚି ଉଦ୍ଧାର

ତେବେ ଯନ୍ତ୍ରଣା ନ କମିବାରୁ ଅସ୍ତ୍ରୋପଚାର କରିଥିବା ଡାକ୍ଟରଙ୍କ ସୁପାରିସ କ୍ରମେ ସେ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ସୋମବାର ଦିନ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏକସରେ ସମୟରେ ତାଙ୍କ ପେଟରେ ଏକ ଛୋଟ କଇଁଚି ରହିଥିବା ଜଣା ପଡିଥିଲା । ଏକ ଘଣ୍ଟାର ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ୬ -୭ ଇଞ୍ଚର ଏହି କଇଁଚି ବାହାର କରାଯାଇଥିଲା ।

ବିସ୍ତୃତ
ସ୍ୱାସ୍ଥ୍ୟ

ପରେ ତିନି ପ୍ରସୂତିଙ୍କ ମୃତ୍ୟୁ, ଯାଞ୍ଚ ଆଦେଶ

ସରକାର ଏହାର ଯାଞ୍ଚ ଆଦେଶ ଦେଇଥିବା ବେଳେ, ହାସପାତାଲର ପ୍ରସୂତି ବିଭାଗର ଜଣେ ବରିଷ୍ଠ ଡାକ୍ତର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ଔଷଧର ରିଆକସନ ଯୋଗୁ ଏହି ମୃତ୍ୟୁ ଘଟି ଥାଇପାରେ ବୋଲି କହିଛନ୍ତି।

ବିସ୍ତୃତ
ମୁଖ୍ୟ ଖବର

ଅସ୍ତ୍ରୋପଚାର ପରେ ୧୭ଜଣ ଦୃଷ୍ଟିଶକ୍ତି ହରାଇବା ଆଶଂକା

ତେବେ ଅସ୍ତ୍ରୋପଚାର ପରେ ଆଖି କିପରି ସଂକ୍ରମିତ ହେଲା ତାହା ଜଣାପଡ଼ି ନାହିଁ ଓ ଯେଉଁମାନେ ଦୃଷ୍ଟିଶକ୍ତି ହରାଇଛନ୍ତି ସେମାନଙ୍କ ଉପଯୁକ୍ତ ଚିକିତ୍ସା କରାଯିବ ବୋଲି ଉପଖଣ୍ଡ ଡ଼ାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।

ବିସ୍ତୃତ
ମୁଖ୍ୟ ଖବର

ଏମ୍ସରେ ଜାନକୀଙ୍କ ସଫଳ ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟବସ୍ଥା ଭଲ

ତିନି ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି'' ଜ୍ୱାଇଁ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।

ବିସ୍ତୃତ