Tag Archives: ଆଇଏଏସ

ରାଜନୀତି

ଚାରି ଓଡିଶା କ୍ୟାଡର ଆଇଏଏସ ଅଧିକାରୀଙ୍କ କେନ୍ଦ୍ରରେ ନିଯୁକ୍ତି

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ପରାଗ ଗୁପ୍ତା କେନ୍ଦ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସମାଜ ମଙ୍ଗଳ ବିଭାଗର ନିର୍ଦେଶକ ଏସ. ଶାଶ୍ୱତୀଙ୍କୁ ମସୁରୀ ସ୍ଥିତ ଭାରତୀୟ ପ୍ରଶାସନିକ ସେବା ପ୍ରଶିକ୍ଷଣ ଏବଂ ତାଲିମ କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

ବିସ୍ତୃତ
ରାଜନୀତି

ଆଇଏଏସ ସ୍ତରରେ ପୁଣି ଅଦଳବଦଳ

ସରକାର ପାଞ୍ଚ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଯିବା ପାଇଁ ଅନୁମତି ଦେଇଛନ୍ତି। ସେହି ଅଧିକାରୀ ମାନେ ହେଲେ ଅରବିନ୍ଦ ପାଢୀ ଓ ଉଷା ପାଢୀ, ଏସ ଅସ୍ଵାଥି, ପରାଗ ଗୁପ୍ତା ଓ ନିକୁଞ୍ଜ ସୁନ୍ଦର ରାୟ ।

ବିସ୍ତୃତ
ରାଜନୀତି

ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ଅସିତ ତ୍ରିପାଠୀ ଗୃହ ସଚିବ

ସରକାରୀ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ ତ୍ରିପାଠୀଙ୍କୁ ଶ୍ରମ ଓ ନିଯୁକ୍ତି ତଥା ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସର ତାରାଦତ୍ତଙ୍କୁ କେବିକେ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କୁ ଗୋପବନ୍ଧୁ ଏକାଡେମୀର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ବିସ୍ତୃତ