Tag Archives: ଆଇପିଏସ୍ ସୁଧାଂଶୁ ଷଡଙ୍ଗୀ

ସାକ୍ଷାତକାର

ପୋଲିସ ବିଭାଗର ଆମୂଳଚୁଳ ପରିବର୍ତ୍ତନ ଆବଶ୍ୟକ

ପୋଲିସଠାରୁ କ'ଣ ଆଶା କରାଯାଏ ସେ ନେଇ କେଉଁଠାରେ କିଛି ହେଲେ ସ୍ପଷ୍ଟରୂପେ ଉଲ୍ଲେଖ ରହିନାହିଁ । ଆଇନର ସୁରକ୍ଷା ପରିବର୍ତ୍ତେ ବିଭିନ୍ନ ସ୍ୱାର୍ଥର ସୁରକ୍ଷା ନିମିତ୍ତ ରାଜନୈତିକ ବ୍ୟକ୍ତିମାନଙ୍କ ହସ୍ତକ୍ଷେପ ଯୋଗୁଁ ଆଜି ସମସ୍ୟା ଗମ୍ଭୀର ହୋଇଛି । ଏଥିପାଇଁ ଯେ କେବଳ ରାଜନୈତିକ ବ୍ୟକ୍ତିମାନେ ଦାୟୀ ତାହା ନୁହେଁ ଅନ୍ୟମାନେ ମଧ୍ୟ ପୋଲିସ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ।

ବିସ୍ତୃତ