ଓଡିଶା ନ୍ୟୁଜ/ Odisha News

Tag Archives: ଆତ୍ମସମର୍ପଣ

ଅପରାଧ

ମାଲକାନଗିରିରେ ୫ ମାଓବାଦୀଙ୍କ ଆତ୍ମସମର୍ପଣ

ଆନ୍ଧ୍ର ଓ ଛତିଶଗଡର ପ୍ରାୟ ୫୦ ରୁ ଅଧିକ ମାଓ ହିଂସାରେ ସାମିଲ ଥିବା ଏହି ମାଓବାଦୀ ମୋବାଇଲ ଟାୱାର ବିସ୍ଫୋରଣ, ଜିଲ୍ଲାର ଏମପିଭି-୨୧ ଗ୍ରାମରେ ନିର୍ବାଚନୀ ହିଂସା, କୋରାପୁଟର ଦାମନଯୋଡ଼ିରେ ଆକ୍ରମଣ ଓ ପୋଲିସ୍ ଇନଫର୍ମର ସନ୍ଦେହରେ ବହୁ ନିରୀହ ଆଦିବାସୀଙ୍କୁ ହତ୍ୟା ଆଦି ମାମଲାରେ ଜଡିତ ଥିବା ପୁଲିସ ଦାବି କରିଛି ।

ବିସ୍ତୃତ
ମୁଖ୍ୟ ଖବର

ତିନି ମାଓବାଦୀଙ୍କ ଆତ୍ମସମର୍ପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା କେନ୍ଦୁଝର,ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲାରେ ଜଣେ ମହିଳାଙ୍କ ସମେତ ତିନି ଜଣ ମାଓବାଦୀ ମଙ୍ଗଳବାର ଆତ୍ମସମର୍ପଣ କରିଥିବା ପୋଲିସ କହିଛି । ଜିଲ୍ଲା ପୋଳିସ ମୁଖ୍ୟଙ୍କ କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମ୍ମୁଖରେ ସିପିଆଇ ମାଓବାଦୀ ସଂଗଠନର କଳିଙ୍ଗନଗର ଡିଭିଜନର ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏହି...

ବିସ୍ତୃତ
ମୁଖ୍ୟ ଖବର

ଛଅ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ବିଭିନ୍ନ ଅପରାଧରେ ସଂପୃକ୍ତ ପାଞ୍ଚ ଜଣ ମାଓବାଦୀ ରାୟଗଡ଼ା ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଳମ୍ର କମାଣ୍ଡର ।

ବିସ୍ତୃତ