ଆଦିବାସୀ

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି।

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ପ୍ରାପ୍ୟ ଦିଆଯାଇ ପାରନ୍ତା... ।

କିଷାନ ଭାଷାର ଚଳଚିତ୍ର ‘ହେଏଲୁ’କୁ ପ୍ରଶଂସା

ଏହାର ପ୍ରଯୋଜକ ହେଉଛନ୍ତି ଶ୍ରୀପତି ଶ୍ରୀଚନ୍ଦନ ଓ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଅଶୋକ । ସ୍ୱର ସଂଯାଜନା ଓ ଗୀତ ରଚନା କରିଛନ୍ତି ରଙ୍ଗବତୀ ଗୀତର ଜଣାଶୁଣା ଗୀତିକାର ପ୍ରଭୁଦତ୍ତ ପ୍ରଧାନ ଓ ମିତ୍ରଭାନୁ ଗୌନ୍ତିଆ ।

ଓଡିଶାରେ ଆଦିବାସୀ ନେତୃତ୍ୱ ; କିଛି ପ୍ରଶ୍ନ (ରୋକ୍ ଠୋକ୍ )

ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ । ପ୍ରଥମ ଥର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଥିବାରୁ ତାକୁ ନେଇ ଅନେକ ଅସୂୟା ଭାବ ପ୍ରକାଶ କରୁଛନ୍ତି । ଜଣେ ପୂର୍ବତନ ଲୋକସଭା ସାଂସଦ ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସ୍ୱାଭାବିକ ଭାବରେ ଏହି ପୂର୍ବତନ…

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ତିନୋଟି ସମ୍ପ୍ରଦାୟକୁ ଆଦିବାସୀ ତାଲିକା ଭୁକ୍ତ ପାଇଁ ସୁପାରିଶ ନିଷ୍ପତ୍ତି

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଝୋଡିଆ ଓ ଅନ୍ୟ କେତେକ ସଂପ୍ରଦାୟର ଅଧିବାସୀ ଆଦିବାସୀ ହୋଇଥିଲେ ମଧ୍ୟ ସରକାରୀ ତାଲିକାରେ ତାଙ୍କ ଜାତିର ନାମ ବନାନ ଠିକ ଲେଖା ଯାଇନଥିବାରୁ ସେମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ବାବା ସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଓରାମଙ୍କ ଆହ୍ଵାନ

ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କଟକ ଜିଲ୍ଲା ଓଲଟପୁର ଠାରେ ଥିବା ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚର ୧୯ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ଡ଼ଃ.ପ୍ରମୋଦ ମଲ୍ଲିକ, ଓ ସଂସ୍ଥାରପଦାଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ଜମି ଅଧ୍ୟାଦେଶକୁ ବିରୋଧ କର, ବିଜେଡିକୁ କହିଲେ ରମେଶ

ଯଦି ବିଜେଡି କୃଷକ ଓ ଆଦିବାସୀଙ୍କ ସ୍ଵାର୍ଥ ରକ୍ଷା ସପକ୍ଷରେ ତେବେ ସେ ଏହି ଅଧ୍ୟାଦେଶର ନିଶ୍ଚିତ ବିରୋଧ କରିବା ଉଚିତ, ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀରେ ରମେଶ କହିଛନ୍ତି। ଲୋକସଭାରେ ବିଜେଡ଼ିର ଅଧ୍ୟାଦେଶ ପ୍ରତି ମନୋଭାବକୁ ଉଲ୍ଲେଖକରି ସେ ଉଭୟ ପାର୍ଟି ମଧ୍ୟରେ ଗୋପନ ବୁଝ।ମଣ। ହୋଇଥିବା ଅଭିଯୋଗ କରିଥିଲେ।

କିସ୍ ଉଦ୍ୟମକୁ କେନ୍ଦ୍ର ଜନଜାତି ବିଭାଗ ମନ୍ତ୍ରୀଙ୍କ ପ୍ରଶଂସା

ଶିକ୍ଷା ଦ୍ୱାରା ହିଁ ଅବହେଳିତ ଆଦିବାସୀଙ୍କ ବିକାଶ ସମ୍ଭବ ହୋଇପାରିବ ବୋଲି କହି କିସ୍ ରେ ଉଦ୍ୟମ ଫଳରେ ହଜାର ହଜାର ଅବହେଳିତ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହୋଇ ପାରୁଥିବାରୁ କିସ୍ ଭଳି ଅନୁ୍ଷ୍ଠାନକୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି ସେ କହିଥିଲେ ।

This website uses cookies.

Read More