Tag Archives: ଆନ୍ଦୋଳନ

ସଭା ସମିତି

ବିଭିନ୍ନ ସ୍ଥାନରେ ମଇ ଦିବସ ପାଳନ

କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ମିଳିତ ପଟୁଆରରେ ସି.ଆଇ.ଟି.ୟୁର ଶତାଧିକ ସଦସ୍ୟ ଏକ ବିରାଟ ସୁଶୋଭିତ ପଟୁଆରରେ ରାଜମହଲ ଛକଠାରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ବିସ୍ତୃତ
ସଭା ସମିତି

ଜମି ଅଧିଗ୍ରହଣ ବିଲ ବିରୋଧରେ ଆନ୍ଦୋଳନ

ଜମି ଅଧିଗ୍ରହଣ ବିରୋଧୀ ଅଭିଯାନ ନାମରେ ଆୟୋଜିତ ଏହି ସଭାରେ ସରକାରଙ୍କ ଉଦ୍ୟମକୁ କଦାପି ସାକାର କରିବାକୁ ଦିଆଯିବ ନାହିଁ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି ।ଅଭିଯାନ ପକ୍ଷରୁ ୨୫ ଏପ୍ରିଲ ରୁ ମଇ ୧୦ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ପକ୍ଷ ପାଳନ ପାଇଁ ଡାକରା ଦିଆଯାଇଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ନାଲକୋ କ୍ୱାଲିଟୀ ସର୍କଲରେ ଏନ୍‍ଟିପିସିକୁ ଟ୍ରଫୀ, ସ୍ଵର୍ଣ୍ଣ ପ୍ଲାକ୍‍

ଓସିଏଲ୍‍ ଇଣ୍ଡିଆର ‘ସଙ୍କଳ୍ପ’ କ୍ୱାଲିଟୀ ସର୍କଲ ରନର୍‍ ଅପ୍‍ ପୁରସ୍କାର ଓ ରୌପ୍ୟ ପ୍ଲାକ୍‍ ଲାଭ କରିଥିଲା । ଟିପିଏମ୍‍ ସର୍କଲ୍‍ଗୁଡିକ ମଧ୍ୟରେ ଟାଟା ଷ୍ଟିଲ୍‍, ଯୋଡ଼ାର ‘ଏମ୍‍-ଅନ୍‍ବ୍ରାକୋ’ ବିଜେତା ଆଖ୍ୟା ଲାଭ କରିଥିବା ବେଳେ ବାଳଗୋପାଳପୁରସ୍ଥିତ ବାଲେଶ୍ୱର ଆଲଏଜ୍‍ର ‘ୟୁରେକା’ ରନର୍‍ ଅପ୍‍ ହୋଇ ରୌପ୍ୟ ପ୍ଲାକ୍‍ ଲାଭ କରିଥିଲା ।

ବିସ୍ତୃତ
ଶିକ୍ଷା

ଅବସର ବୟସ ସୀମା ବୃଦ୍ଧି ଦାବିରେ ଶିକ୍ଷକଙ୍କ ଧର୍ମଘଟ ଧମକ

ୟୁଜିସି ର ଗାଇଡ଼୍ ଲାଇନ ଅନୁଯାୟୀ ବିଶ୍ଵବିଦ୍ୟାଳୟ ମାନଙ୍କରେ 'ଲେକଚରର୍' ଓ 'ରିଡର୍' ଥିବା ଶିକ୍ଷକମାନଙ୍କଙ୍କୁ ପଦୋନ୍ନତି ଦେଇ 'ଆସିଷ୍ଟାଣ୍ଟ ପ୍ରଫେସର' ଓ 'ଆସୋସିଏଟ୍ ପ୍ରଫେସର' କରାଯିବା କଥା । ତେବେ ଓଡିଶା କୁ ଛାଡି ଅନ୍ୟସବୁ ରାଜ୍ୟରେ ଏହା ଲାଗୁ ହୋଇ ସାରିଛି ।

ବିସ୍ତୃତ
ରାଜନୀତି

ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୋଧରେ ଏସ୍.ୟୁ.ସି.ଆଇ(ସି)ର ପ୍ରତିବାଦ ପ୍ରଦର୍ଶନ

ବିଦୁ୍ୟତ ଶୁଳ୍କ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ବିକ୍ଷୋଭକାରୀମାନଙ୍କୁ ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବରେ ରାଜ୍ୟ ସରକାର ଗିରଫ କରି ଥିବା ଏସ୍.ୟୁ.ସି.ଆଇ(ସି) ଅଭିଯୋଗ କରିଛି ।

ବିସ୍ତୃତ
ଓଡିଶା ଖବର

ପୋସ୍କୋ ହଟାଅ ଧାରଣାରେ ତୃତୀୟ ଦିନରେ

ମଙ୍ଗଳବାର ଦିନ ଜଗତସିଂହପୁର ସାଂସଦ ବିଭପ୍ରସାଦ ତରାଇ ବିରୋଧୀଙ୍କ ଧାରଣାରେ ଯୋଗଦେଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସମର୍ଥନ ଜଣାଇଛନ୍ତି ।

ବିସ୍ତୃତ