Tag Archives: ଆମେରିକା

କଳା ଓ ସଂସ୍କୃତି

ଆମେରିକାର ମଧ୍ୟ ଇଣ୍ଡିଆନାରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ପାଳନ

ଆମେରିକାର ମଧ୍ୟ ଇଣ୍ଡିଆନାଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ଜୁଲାଇ ୧୪ ତାରିଖରେ ପାଳିତ ହୋଇଯାଇଛି । ଚଳିତ ବର୍ଷକୁ ମିଶାଇ ଆମେରିକାର ଜଗନ୍ନାଥ ଆସୋସିଏସନ ଅଫ ଇଣ୍ଡିଆନା (ଜୟ ) ଆନୁକୁଲ୍ୟରେ ଇଣ୍ଡିଆନାରେ ବସବାସ କରୁଥିବା ଓଡ଼ିଆ ପରିବାରମାନଙ୍କ ଦ୍ଵାରା ଏହା ହେଉଛି ଚତୁର୍ଥ ରଥ ଯାତ୍ରାର ଆୟୋଜନ ।...

ବିସ୍ତୃତ
ସମଦୃଷ୍ଟି

ଆମେରିକାର ଦାୟିତ୍ୱହୀନ ସିରିଆ ନୀତି

ସମୟ ଆସିଛି, ସଂଯୁକ୍ତ ରାଷ୍ଟ୍ର ଦାବି କରିବା ଦରକାର ଯେ ଆମେରିକା, ସାଉଦୀ ଆରବ ଏବଂ ଖାଡ଼ିର ସରକାରମାନେ ଏହି ସଲାଫି ଜିହାଦି ସାମରିକ ଦଳଗୁଡ଼ିକୁ ସହଯୋଗ କରିବା ବନ୍ଦ କରନ୍ତୁ ଯେଉଁମାନେ ଆମେରିକୀୟ ସାମ୍ରାଜ୍ୟବାଦର ପ୍ରତିନିଧି ଭଳି ସିରିଆରେ କାମ କରୁଛନ୍ତି ।

ବିସ୍ତୃତ
ସମଦୃଷ୍ଟି

ସୁନା ମାଠିଆରେ ବାଡ଼େଇ ହେବା

୨୦୧୬ ମସିହା ଅଗଷ୍ଟ ମାସରେ ପେଂଟାଗନ୍ (ଆମେରିକା ସାମରିକ ବାହିନୀର ମୁଖ୍ୟ କାର୍ଯ୍ୟାଳୟ)ଠାରେ ଆୟୋଜିତ ଗଣମାଧ୍ୟମମାନଙ୍କ ପାଇଁ ଏକ ସଂଯୁକ୍ତ ଅଭିଭାଷଣ ବେଳେ ଆମେରିକାର ରକ୍ଷାମନ୍ତ୍ରୀ କହିଥିଲେ ଯେ, ଏହି ବୁଝାମଣା ଯୋଗୁଁ ‘ଆମେ ଯେତେବେଳେ ଚାହିଁବୁ ଏକାଠି କାର୍ଯ୍ୟାନୁଷ୍ଠାନ କରିବା ସହଜ ହେବ ।’

ବିସ୍ତୃତ
ମୁଖ୍ୟ ଖବର

ବାଣିଜ୍ୟିକ ସଂପର୍କ ସ୍ଥାପନ ପାଇଁ ‘ୱାସିଟ୍ରାକ୍’ର ଆଲୋଚନା

ବାଣିଜ୍ୟିକ ସୁଯୋଗ ଦୃଷ୍ଟିରୁ ଓଡ଼ିଶା ସହିତ ଅଧିକ ସଂପର୍କ ସ୍ଥାପନ ପାଇଁ ଆମେରିକରା କଂଗ୍ରେସ ସଦସ୍ୟ ଜିମ୍ ମ୍ୟାକଡରମଟ୍ ଏବଂ ୱାଶିଂଟନ୍ ଲେଫ୍ଟ୍ମେଣ୍ଟ ଗଭର୍ନର ବ୍ରାଡ୍ ଓଏନ୍ଙ୍କ ନେତୃତ୍ୱରେ ୧୩ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।

ବିସ୍ତୃତ