ଓଡିଶା ନ୍ୟୁଜ/ Odisha News

Tag Archives: ଆମ ରୋସେଇ ଘରୁ

ଆମ ରୋସେଇ ଘରୁ

ଆରିସା ପିଠା

ଗୁଡ ବହଳିଆ ହୋଇଆସିଲେ ଗୋଟିଏ ପାତ୍ର ଅଳ୍ପ ଥଣ୍ଡା ପାଣି ନିଅନ୍ତୁ । ଫୁଟୁଥିବା ଗୁଡକୁ ବୁନ୍ଦା ବୁନ୍ଦା କରି ପାଣିରେ ପକାନ୍ତୁ । ପାଣି ତଳେ ଯଦି ଗୁଡ ବୁନ୍ଦା ଗୁଡିକ ବସିଯାଏ ତା'ହେଲେ ଗୁଡ ପାଗ ହୋଇଗଲାଣି ବୋଲି ଜାଣିବେ।

ବିସ୍ତୃତ
ଆମ ରୋସେଇ ଘରୁମୁଖ୍ୟ ଖବର

‘ଚଟ୍ପଟା ପନିର’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ପନିର, କ୍ୟାପ୍ସିକମ୍, ଗାଜର ଓ ପିଆଜକୁ ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । କଢାଇରେ ତେଲ ଦେଇ ପନିରକୁ ବାଦାମି ରଂଗ ହେବା ପର୍ଯ୍ୟନ୍ତ ଭାଜି କାଢି ରଖନ୍ତୁ । କ୍ୟାପ୍ସିକମ୍ ଓ ଗାଜରକୁ ମଧ୍ୟ ଅଳ୍ପ ତେଲ ଦେଇ ଭାଜି କାଢି ରଖନ୍ତୁ ।

ବିସ୍ତୃତ
ଆମ ରୋସେଇ ଘରୁମୁଖ୍ୟ ଖବର

‘ଚିକେନ୍ ନିଳାଦ୍ରି’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଧନିଆ ପତ୍ର ଓ ପୋଦିନା ପତ୍ରକୁ ଧୋଇ ଗ୍ରାଇଣ୍ଡରରେ ବାଟି ରଖନ୍ତୁ । କଡ଼ାଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ । ପିଆଜ ଭାଜି ହୋଇ ଆସିଲେ କଟା ରସୁଣ, କଟା ଅଦା ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ । ବର୍ତ୍ତମାନ ଟମାଟୋ ପ୍ୟୁରି ପକାଇ ଅଳ୍ପ ସମୟ ଘାଣ୍ଟନ୍ତୁ ।

ବିସ୍ତୃତ
ଆମ ରୋସେଇ ଘରୁମୁଖ୍ୟ ଖବର

‘ଫିସ୍ ବିରିୟାନି’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ପ୍ରଥମେ ଗୋଟିଏ ବଡ଼ପାତ୍ର ଚୁଲିରେ ବସାଇ ସେଥିରେ ୫/୬ କପ୍ ପାଣି ଦିଅନ୍ତୁ । ସେଥିରେ ଖଣ୍ଡେ ଅଦା,୧ଟା ପିଆଜ,ସାହାଜିରା, ଜାଲିଫଳ ଓ ତେଜପତ୍ର ପକାଇ ତାକୁ ଘୋଡ଼େଇ ଦିଅନ୍ତୁ । ପାଣି ଭଲଭାବରେ ୧୦/୧୮ ମିନି୍ଟ ଫୁଟିଗଲେ ଚୁଲିରୁ ଓହ୍ଲାଇ ଗୋଟେ ପ୍ଲେଟରେ ଢାଲି ରଖନ୍ତୁ ।

ବିସ୍ତୃତ
ଆମ ରୋସେଇ ଘରୁମୁଖ୍ୟ ଖବର

ଗଜାମୁଗ ଚାଟ୍

ପୂର୍ବ ରାତିରୁ ଗୋଟା ମୁଗକୁ ବତୁରାଇ ଗୋଟିଏ କପଡାରେ ବାନ୍ଧି ବାଟି ଭିତରେ ରଖି ଉପରେ ଢାଙ୍କୁଣି ଦେଇ ବନ୍ଦ କରି ରଖିଲେ ତା'ପରଦିନ ସକାଳୁ ଏହା ଗଜା ହୋଇଯିବ ।

ବିସ୍ତୃତ
ଆମ ରୋସେଇ ଘରୁମୁଖ୍ୟ ଖବର

କଦଳୀ ମଞ୍ଜା କଟଲେଟ୍

କଡାଇରେ ଅଳ୍ପ ତେଲ ଦେଇ ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ । ବର୍ତ୍ତମାନ ସିଝାଇ ରଖିଥିବା ମଞ୍ଜାକୁ ସେଥିରେ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ ।

ବିସ୍ତୃତ