Tag Archives: ଆର୍ଥିକ ଅଭିବୃଦ୍ଧି

ସମଦୃଷ୍ଟି

ଅଭିବୃଦ୍ଧିର ଆନୁମାନିକ ଆକଳନ

କିନ୍ତୁ ଜାତୀୟ ଆୟକୁ ନେଇ ଯେଉଁ ଆଗୁଆ ଆକଳନ କରାଯାଇଛି ସେଥିରେ ଅଧିକାଂଶ ଅନ୍ୟ କ୍ଷେତ୍ରରେ ଅଭିବୃଦ୍ଧି ହାର ବର୍ଷକୁ ବର୍ଷ କମି କମି ଯାଉଛି । କୃଷି, ସାଧାରଣ ପ୍ରଶାସନ ସହ ବିଦ୍ୟୁତ କ୍ଷେତ୍ର ଭଳି ତିନୋଟି ପ୍ରମୁଖ ଅଭିବୃଦ୍ଧି କ୍ଷେତ୍ରଗୁଡ଼ିକୁ ଛାଡ଼ିଦେଲେ, ଅନ୍ୟ ୫ଟି ବୃହତ୍ କ୍ଷେତ୍ରରେ ଅଭିବୃଦ୍ଧିର ହ୍ରାସ ଘଟିଛି ।

ବିସ୍ତୃତ
ଓଡିଶା ଖବର

ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ

ନୂତନ ସୁବିଧା ସୁଯୋଗ ଆଦି ପାଇବାକୁ ଚାହୁଁଥିବା ସ୍ଥାନୀୟ ଅଧିବାସୀମାନେ ପୁଞ୍ଜି ଓ ଆବଶ୍ୟକୀୟ ବୁଦ୍ଧି ଅଭାବରୁ କେବଳ ଚାକର ଓ ସାମାନ୍ୟ ଉପଭୋକ୍ତା ହୋଇ ରହି ଠକାମି ଏବଂ ଶୋଷଣର ଶିକାର ହେବେ ବୋଲି ଯୁକ୍ତି ଦର୍ଶାଇଥିଲେ ।

ବିସ୍ତୃତ