Tag Archives: ଆସ୍କା

ମୁଖ୍ୟ ଖବର

ଶୀତ ଅଧିବେଶନ ଶେଷ, ଅନିର୍ଦ୍ଧିଷ୍ଟ କାଳପାଇଁ ମୁଲତବି

ଚତୁର୍ଦ୍ଧଶ ବିଧାନସଭାର ପଞ୍ଚମ ଅଧିବେଶନ ଶେଷ ହୋଇଥିବା ବେଳେ ବାଚସ୍ପତି ପ୍ରଦୀପ ଅମାତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ବିସ୍ତୃତ
ମୁଖ୍ୟ ଖବର

ବେଦାନ୍ତ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସରକାରଙ୍କ ଲିଭ୍ ପିଟିସନ୍

ପୁରୀ ଜିଲ୍ଲାରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସରକାର ବୁଧବାର ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ ପିଟିସନ୍ ଦାଏର କରିଛନ୍ତି ।

ବିସ୍ତୃତ
ମୁଖ୍ୟ ଖବର

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ନିଆଯାଇଥିବା ଜମି ଫେରାଇବାକୁ ନିର୍ଦ୍ଦେଶ

ପ୍ରବାସୀ ଭାରତୀୟ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପୁରୀ କୋଣାର୍କ ନିକଟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଯାଉଛି ।

ବିସ୍ତୃତ
ମୁଖ୍ୟ ଖବର

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟାକୁଳତା କାହିଁକି?

ସପକ୍ଷରେ ଯୁକ୍ତି ବାଢ଼ି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦାମିଶ୍ର କହିଛନ୍ତି ଯେ, ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦାାଳୟ ପ୍ରତିଷ୍ଠାର ଆଭିମୁଖ୍ୟ ନେଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ମାତ୍ର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ସଜ୍ଞା କ'ଣ ତାହା ଉଚ୍ଚଶିକ୍ଷା ମନ୍ତ୍ରୀ, ସରକାରୀ ଳର ତୁଙ୍ଗ ଅମଲାତନ୍ତ୍ରର କର୍ଣ୍ଣଧାରମାନେ ଅଥବା ସ୍ୱୟଂ ମୁଖ୍ୟମନ୍ତ୍ରୀ ବ୍ୟାଖ୍ୟା କରିନାହାନ୍ତି ।

ବିସ୍ତୃତ