Tag Archives: ଇଂଜିନିୟରିଂ କ୍ୟାଡ଼ର

ମୁଖ୍ୟ ଖବର

ପଞ୍ଚାୟତିରାଜ ବିଭାଗରେ ଖୁବଶୀଘ୍ର ଇଂଜିନିୟରିଂ କ୍ୟାଡ଼ର

ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୩୨ଟିରେ ବିଡ଼ିଓ ନଥିବା ବେଳେ ୪୯ଟି ବ୍ଲକରେ ଅତିରିକ୍ତ ବିଡ଼ିଓ ନାହାନ୍ତି । ତେବେ ଡ଼ିସେମ୍ବର ଶେଷ ସୁଦ୍ଧା ୨୦ରୁ୨୫ଟି ଅତିରିକ୍ତ ବିଡ଼ିଓ ପଦବୀ ପୂରଣ କରାଯିବ ବୋଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ।

ବିସ୍ତୃତ