Tag Archives: ଏଗ୍ ଡ଼୍ରପ ସୁପ୍

ଆମ ରୋସେଇ ଘରୁ

“ଏଗ୍ ଡ଼୍ରପ ସୁପ୍” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଅଣ୍ଡାକୁ ଭାଙ୍ଗି କେଶର ଅଲଗା କରି ଅଣ୍ଡାର ଧଳା ଅଠାକୁ ଫେଣ୍ଟି ଅଲଗା ରଖନ୍ତୁ । ଚିକେନ୍ ଷ୍ଟକକୁ ଗୋଟିଏ ପାତ୍ରରେ ଚୂଲିରେ ବସାନ୍ତୁ । ଚିକେନ୍ ଷ୍ଟକ ଫୁଲି ଆସିଲେ ସେଥିରେ ଛତୁ, ଚିକେନ୍, ଟମାଟୋ ଓ ମଟର ଦାନା ପକାନ୍ତୁ ।

ବିସ୍ତୃତ