ଓଡିଶା ନ୍ୟୁଜ/ Odisha News

Tag Archives: ଓଡିଶା ସୋସାଇଟି ଅଫ୍ ଦି ଆମେରିକାନ୍ସ

ସାକ୍ଷାତକାର

ଆନ୍ତର୍ଜାତିକ ପୁଞ୍ଜି ବିନିଯୋଗର ଉଭୟ ଭଲ, ମନ୍ଦ ଗୁଣ ରହିଛି

ମୁଁ ଭାବୁଛି ଆମେ ଓଡିଆମାନେ ନିଜ ନିଜର ଶତ୍ରୁ । ଆମେ ସବୁ ଏକ ନିର୍ଦ୍ଧିଷ୍ଟ ଢାଞ୍ଚାରେ ପଡି ଯାଇଛୁ । ଓଡିଶାକୁ ପ୍ରଗତିପଥରେ ନେବାକୁ ହେଲେ ଆମକୁ ବହୁ ଶ୍ରମ ସ୍ୱୀକାର କରିବାକୁ ହେବ । ଆମ ଭିତରେ ରହିଥିବା ଅନ୍ତର୍ନିହିତ ଶକ୍ତି ପ୍ରତି ଦୃଷ୍ଟି ଦେବାକୁ ହେବ ଏବଂ ସମସ୍ତେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସଭିଏଁ ମିଳିତଭାବେ ଆଗେଇ ଯିବାକୁ ହେବ ।

ବିସ୍ତୃତ