ଓଡିଶା

ସାଧୁ ମେହେରଂକ ବିଷୟରେ କେତୋଟି କଥା

ତାଂକ ସମସାମୟିକ ନସିରୁଦ୍ଦିନ ଶାହ, ଓମ ପୁରୀ, ଶବାନା ଅଜମୀ ଓ ସ୍ମିତା ପାଟିଲ ପ୍ରମୁଖ ଏହି ସମୟରେ ମୁମ୍ବାଇ ରେ ସଂଘର୍ଷ କରୁଥାନ୍ତି ।

କଳା ଓ କ୍ରୀଡା ର ସମନ୍ଵୟ ‘ଗଂଜପା’- କେତୋଟି ପ୍ରମୁଖ କଥା

ଗଂଜପାକୁ କେହି କେହି ତାସ୍ ବୋଲି କହୁଥବା ବେଳେ ଗାଁ ରେ ଏହାକୁ “ସାର” ବା “ଚକାସାର” ବୋଲି କୁହନ୍ତି। ସାର କୁ ଆମେ ତାସ୍ ଖେଳ ର ସେଟ୍ ସହ ତୁଳନା କରିପାରିବା ।

ମହାନଦୀକୁ ନେଇ ଦଶଟି ଅନାଲୋଚିତ ତଥ୍ୟ

ମହାନଦୀର ସମୁଦାୟ ଲମ୍ବ ୮୬୦-୮୫୫ କିଲୋ ମିଟର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଓସାର କମିଛି ଓ ବଢିଛି। ସମ୍ବଲପୁର୍ ଜିଲ୍ଲାରେ ଏହା ଓଡିଶାକୁ ସ୍ପର୍ଶ କରିଛି।

କାହିଁକି ଦେଖିବେ କୋଣାର୍କ ସୂର୍ଯ୍ୟ ମନ୍ଦିର? ୧୦ଟି କାରଣ

ଆଧୁନିକ ସମୟର ସ୍ତ୍ରୀଲୋକ ମାନେ ଯେଉଁ ପ୍ରକାର ପୋଷାକ ପରିଧାନ କରୁଛନ୍ତି ତାହାର ପ୍ରତିଫଳନ କୋଣାର୍କ ଗାତ୍ରରେ ଅନେକ ଶହ ବର୍ଷ ଆଗରୁ ଦେଖିବାକୁ ମିଳିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ କହିଛନ୍ତି ।

ଶ୍ରୀଜଗନ୍ନାଥ, ଜଗମୋହନ ଓ ଓଡ଼ିଶା ରାଜନୀତି

ଗତ ବର୍ଷେ ଭିତରେ ଜଗନ୍ନାଥଙ୍କୁ ନେଇ କେତେ କଥା ଆମେ ଚିନ୍ତା କରି ସାରିଲେଣି । ପ୍ରଥମେ ନବ କଳେବରର ଉତ୍ତେଜନା ଆସିଲା ଓ ଗଲା । ନବକଳେବର ସମୟରେ ଭିତ୍ତିଭୂମିର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଗଲା । ତା'ର ହିସାବ ମାଗିବାକୁ କାହାର ସାହସ ନାହିଁ!

ବିହାର ନିର୍ବାଚନ ଓ ଓଡିଶାରେ ତାହାର ପ୍ରଭାବ

ଯଦିଓ ବିହାର ତୁଳନାରେ ଆମ ରାଜ୍ୟର ଜନ ସଂଖ୍ୟା କମ ଓ ସେଠାରେ ନିର୍ବାଚନରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା ଜାତିଆଣ ରାଜନୀତି ଓଡିଶାର ଦେଖିବାକୁ ମିଳେ ନାହିଁ ତଥାପି ରାଜନୈତିକ ଦୃଶ୍ୟପଟ୍ଟକୁ ବିଚାର କଲେ ଓଡିଶାର ଚିତ୍ର ଭିନ୍ନ ନୁହେଁ ।

‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ

କୃଷି କୃଷକଙ୍କୁ ବଞ୍ଚାଇବା ପାଇଁ ଅସଲ ଓ ଆନ୍ତରିକ ଉଦ୍ୟମ ଆରମ୍ଭ କରାଯାଉ । ଉଭୟ ସରକାର ଓ ସମାଜ ସମ୍ବେଦନଶୀଳ ନ ହୋଇପାରିଲେ କୃଷକଙ୍କ ସ୍ୱର୍ଗଯାତ୍ରାକୁ ରୋକାଯାଇ ପାରିବନି ଏବଂ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରିହେବ ନାହିଁ । ଏଠି ସ୍ମରଣ କରାଇଦେବା ଉଚିତ ହେବ ଯେ ଏଯାଏଁ ଜଣେବି ଜୈବ ଚାଷି…

ରାଜନାଥଙ୍କୁ ଭେଟି ପୁରୁଣା ଦାବି ଦୋହରାଇଲେ ନବୀନ

ଦୁଇଟି ମିଲିଟାରୀ ହେଲିକପ୍ଟର ଓ ସେଣ୍ଟ୍ରାଲ ଆର୍ମଡ ଫୋର୍ସର ଆଉ ଏକ ବାଟାଲିୟନ ଫୋର୍ସ ଯୋଗାଇ ଦେବାପାଇଁ ଦାବି କରିବା ସହ ମାଓ ପ୍ରବଣ ଅଞ୍ଚଳରେ ମୋବାଇଲ ଟାୱାର ବୃଦ୍ଧି ଏବଂ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢକରିବା ପାଇଁ ପଦକ୍ଷେପ ନେବାପାଇଁ ସେ ଅନୁରୋଧ କରିଛନ୍ତି ।

ବିରୋଧ ପରେ ଅମିତାଭଙ୍କ ଓଡିଶା ଗସ୍ତ ବାତିଲ

ସେ ଭୁବନେଶ୍ଵର ସ୍ଥିତ ସହିଦନଗରରେ କଲ୍ୟାଣ ଜୁଏଲେରୀର ଏକ ସୋ-ରୁମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା । ବଚନ ଓଡିଶା ଆସିଲେ ତାଙ୍କୁ ବିରୋଧ କରାଯିବ ବୋଲି କଳିଙ୍ଗ ସେନା ଓ ଅନ୍ୟ କେତେକ ସଙ୍ଗଠନ ପୂର୍ବରୁ ଘୋଷଣା କରିଥିଲେ ।

(ଶ୍ରଦ୍ଧାଞ୍ଜଳି) ସାଇ ସ୍ମୃତି

ମୁମ୍ବାଇରେ ଥାଇ ଓଡିଶାର ବହୁ ଲୋକଙ୍କ ସହ ସମ୍ପର୍କ ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ଥିଲା ତାଙ୍କର ଅଭ୍ୟାସ ।ମଝିରେ ମଝିରେ ଭୁବନେଶ୍ୱର ଆସିଲେ ମୋତେ ଡାକନ୍ତି ଓ ଆମର ଦେଖାହୁଏ । ମାନବାଧିକାର ସମ୍ପର୍କିତ ମିଟିଂ ଓ କର୍ମଶାଳାରେ ମଧ୍ୟ ଦେଖାହୁଏ । ଗତ ମାସରେ ସେ ଡିଜିଟାଲ୍ ଓଡିଶା ଉପରେ…

This website uses cookies.

Read More