ଓଡିଶୀ

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

ୟୋଗେଶ ଭାୟାଣୀ ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ ଓଡ଼ିଆ କୁନି ଝିଅ ମାନଙ୍କର ସମୂହ ଦୁବାଇର ଗ୍ଲୋବାଲ ଭିଲେଜର ଇଣ୍ଡିଆ ପେଭିଲିଅନରେ ନିକଟରେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି । “ତପସ୍ୟା ଡ୍ୟାନ୍ସର୍ସ” ର ଛାତ୍ରୀ ଅକ୍ସୀତା…

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ନେଇ କେତୋଟି କଥା

ପୃଥିବୀ ସାରା ଓଡିଶୀ ନୃତ୍ୟର ଯେଉଁ ଆଦର ଓ ଆଗ୍ରହ, ସେଥିରେ ଗୁରୁଜୀଂକର ଭୂମିକା ସବୁଠୁ ବେଶୀ ।ତାଂକରି ସ୍ମୃତିରେ ତାଂକ ହାତ ଗଢା ଅନୁଷ୍ଠାନ “ସୃଜନ” ପ୍ରତିବର୍ଷ ଭୁବନେଶ୍ଵରରେ ପାଳନ ଆସୁଛି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ଗୁରୁ ବଂଚିଥିବା ସମୟରୁ ଏହି ଉତ୍ସବର ଆରମ୍ଭ।

ଦିଗପହଣ୍ଡି ରୁ ଅନେକ ଦିଗନ୍ତ ; ଦିନନାଥ ପାଠୀ ଓ ଓଡିଶୀ ଚିତ୍ରକଳା

ଯେମିତି କୋଣାର୍କ ବିନା ଓଡିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହଁ, ସେମିତି ଦିନନାଥ ପାଠୀ ଙ୍କ ବାଦଦେଇ ଆଧୁନିକ ଓଡିଶୀ ଚିତ୍ରକଳାର ଆକଳନ ସମ୍ଭବ ନୁହଁ।

କୃଷ୍ଣଲୀଳା:ନୂଆ ଆବିଷ୍କାର ନା ପୁରୁଣାର ଅନୁକରଣ !(ରୋକ୍ ଠୋକ୍)

ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍‍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ ନିଜ ଶୈଳୀରେ ପକାଇବାକୁ ଯାଇ ଗୁରୁମାନଙ୍କୁ ସେ କେତେଦୂର ସମ୍ମାନ ଦେଇଛନ୍ତି, ତାହା ସମୟ କହିବ । ତେବେ ନିଜସ୍ୱ ସଂଗୀତ ଓ ନୃତ୍ୟ ରଚନା ନ କରିବା ଯାଏ ତାଙ୍କୁ ଜଣେ ମୌଳିକ…

ଓଡିଶୀ ନୃତ୍ୟଗୁରୁ ସୁଧାକର ସାହୁ ପାଇବେ କେନ୍ଦ୍ରୀୟ ପୁରସ୍କାର

ଢେଙ୍କାନାଳ ଜିଲ୍ଲା ଲାଉଲୋଇର ର ବୈଦ୍ୟକାଟେଣି ଗ୍ରାମରେ ଜାନୁଆରୀ ୧,୧୯୩୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସାହୁଙ୍କ ପିତା ଦୂର୍ଯ୍ୟୋଧନ ସାହୁ ଜଣେ ସଙ୍ଗୀତବିତ୍ ଥିଲେ ଏବଂ ସେ ଗାଁରେ ପୌରାଣିକ ସଙ୍ଗୀତ ଗାନ କରିବା ସହ ତା'ର ଅର୍ଥ ଲୋକମାନଙ୍କୁ ବୁଝାଉଥିଲେ। ପିତାଙ୍କ ଠାରୁ ପ୍ରେରଣା ପାଇ ସୁଧାକର ସାତ ବର୍ଷ ବୟସରୁ…

ମଇ ୧୭ରେ ବାଙ୍ଗାଲୋରରେ ମଧୁଲିତା ମହାପାତ୍ରଙ୍କ ଓଡିଶୀ

୧୪ କ୍ରଶ ମାଲେଶ୍ଵରମ ଠାରେ ଥିବା ସହରର ସେବା ସଦନ ଅଡିଟୋରିଅମରେ ଏହି ବିଶେଷ କାର୍ଯ୍ୟକ୍ରମ ସନ୍ଧ୍ୟା ୫.୩୦ ରେ ଆରମ୍ଭ ହେବ ବୋଲି ଜଣେ ଆୟୋଜକ ଓଡିଶା ଡଟ୍ କମ୍ କୁ ଜଣାଇଛନ୍ତି ।

ମାଧବୀଙ୍କ ଓଡ଼ିଶୀ, ହରିହରନଙ୍କ ଗଜଲରେ ଦର୍ଶକ ମତୁଆଲ

ମିଳନ ବିରହର ଏକ ଭାବାବେଗପୂର୍ଣ୍ଣ ମୁହୂର୍ତକୁ ନେଇ ମାଧବୀଙ୍କ ପରିବେଷଣ ର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା ।

ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ

ସେ ଯେତେବେଳେ ଓମାନ ଯାଇଥିଲେ ଓଡ଼ିଶୀ ବିଷୟରେ ସେଠାକାର ଲୋକମାନଙ୍କର କୌଣସି ଧାରଣା ନ ଥିଲା ବୋଲି କୁହନ୍ତି ଦୀପକ । "ନୃତ୍ୟର ପ୍ରଚାର ପାଇଁ ପ୍ରାରମ୍ଭିକ ଅବସ୍ଥାରେ ମୋତେ ବିଭିନ୍ନ ଭଙ୍ଗୀରେ ଅଭିନୟ କରି ଏଠାକାର ଲୋକମାନଙ୍କୁ ଦେଖାଇବାକୁ ପଡୁଥିଲା'' ।

This website uses cookies.

Read More