Tag Archives: ଓମଫେଡ

ଅର୍ଥ-ବ୍ୟବସାୟ

ବଜାର ପ୍ରବେଶ କଲା ଓମଫେଡ ରସଗୋଲା,ଗୋଲାପ ଜାମୁନ

ଏକ କେଜି ଓ ଅଧା କେଜି ପୃଥକ ଟିଣ ପ୍ୟାକ ର ମୂଲ୍ୟ ଯଥାକ୍ରମେ ୧୭୦ ଓ ୯୦ ଟଙ୍କା ରଖା ଯାଇଛି । ଏହା ପ୍ରାରମ୍ଭିକ ଭାବେ ଭୁବନେଶ୍ଵରରେ ଥିବା ଓମଫେଡର ନିଜର ଆଇସକ୍ରିମ ପାର୍ଲର ମାନଙ୍କରେ ଉପଲବ୍ଧ ହେଉଥିବା ଓମଫେଡ ମାର୍କେଟିଙ୍ଗ ବିଭାଗ ମୁଖ୍ୟ ବସନ୍ତ ମିଶ୍ର ଓଡିଶା ଡଟ କମ କୁ କହିଛନ୍ତି ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ବିଷ୍ଣୁପଦ ସେଠୀ ପାଇବେ ଉଦ୍ୟୋଗ ରତ୍ନ ପୁରସ୍କାର

ତାଙ୍କ ଉଦ୍ୟମ ଯୋଗୁଁ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ସ୍ଵତନ୍ତ୍ର ଗୋ-ମହିଷାଦି ନୀତି ଓ କୁକ୍କୁଟ ନୀତି ପ୍ରଣୟନ ହୋଇଥିବା ବେଳେ ଉକ୍ତ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସ୍ତୃଷ୍ଟି ହୋଇଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ବଜାରରେ ଓମଫେଡ଼ର ନୂଆ ପ୍ରିମିୟମ କ୍ଷୀର

ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଥିବା ରାଜ୍ୟର ଦୁଗ୍ଧ ଚାଷୀଙ୍କ ଏହି ସର୍ବୋଛ ସମବାୟ ସଂସ୍ଥା ଗତ କେତେ ମାସ ମଧ୍ୟରେ ନିଜର ଉତ୍ପାଦର ପରିସର ବଢାଇବା ପାଇଁ ଓ ଉପଭୋକ୍ତାଙ୍କ ହୃଦୟ ଜିଣିବା ପାଇଁ ଅନେକ ଗୁଡିଏ ନୁଆ ପଦକ୍ଷେପ ନେଇଥିବା ପରିଲକ୍ଷିତ ହୋଇଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ଭୁବନେଶ୍ଵରରେ ଓମଫେଡର ତୃତୀୟ ଆଇସକ୍ରିମ ପାର୍ଲର

ଚଳିତ ବର୍ଷ ଫେବୃୟାରୀରେ ଖୋଲିଥିବା ଶିରିପୁର ପାର୍ଲର ଗତ ଗତ ଛଅ ମାସ ମଧ୍ୟରେ ପ୍ରାୟ କୋଡିଏ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାରୁ ଓମଫେଡର ଉତ୍ପାଦ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢିଥିବା ପରିଲକ୍ଷିତ ହୋଇଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ଓମଫେଡ ଆରମ୍ଭ କଲା ଅନଲାଇନ ବିକ୍ରି ବ୍ୟବସ୍ଥା

ସହରର ସିରିପୁରରେ ଓମଫେଡ ପୂର୍ବରୁ ଏକ ଆଇସକ୍ରିମ ପାର୍ଲର ଖୋଲି ସାରିଛି । ନିକଟ ଭବିଷ୍ୟତରେ ଆଉ ଦଶଟି ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ବିସ୍ତୃତ
ଅର୍ଥ-ବ୍ୟବସାୟ

ଓମଫେଡ ଆରମ୍ଭ କଲା ସ୍ଵତନ୍ତ୍ର ଫେସବୁକ ପେଜ

ଓମଫେଡ ଉତ୍ତମ ମାନ ଓ ବିଶ୍ଵାସର ଏକ ପ୍ରତୀକ । ସେଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଲକ୍ଷ ଲୋକ ଓମଫେଡ ର ଉତ୍ପାଦ ବିନା ସେମାନଙ୍କ ଦୈନିକ ଦିନ ଚର୍ଯ୍ୟା ଭାବି ପାରନ୍ତି ନାହିଁ , ବୋଲି ଏହି ଅବସରରେ ମହାରଥୀ କହିଛନ୍ତି ।

ବିସ୍ତୃତ