Tag Archives: ଓଡ଼ିଶା ଉଚ୍ଚନ୍ୟାୟାଳୟ

ଓଡିଶା ଖବର

ବଳାତ୍କାର ଆଦି ମାମଲାର ବିଚାର ପାଇଁ ସ୍ପେଶାଲ୍ କୋର୍ଟ ଉଦଘାଟିତ

ମହଳିାଙ୍କ ବିରୋଧରେ ହେଉଥିବା ଅପରାଧଜନିତ ମୋକଦ୍ଧମା ହ୍ରାସ କରିବା ସକାଶେ ନିକଟରେ ଫୁଲକୋର୍ଟରେ ପ୍ରସ୍ତାବ ଗ୍ରହଣ କରାଯାଇ ତୁରନ୍ତ ରାଜ୍ୟର ୩୦ଟି ଜିଲାରେ ‘ସ୍ୱତନ୍ତ୍ର ଟ୍ରାକ କୋର୍ଟ’ର୍ ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ବିସ୍ତୃତ