Tag: ଓଡ଼ିଶା ଖବର

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ବିଜ୍ଞପ୍ତି (ଫର୍ମ ସହ)

୨୦୧୧-୧୨ ବର୍ଷ ପାଇଁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷା ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦ୍ରୁତ ଗାଡ଼ି ଚାଳନା ଉପରେ କଟକଣା

ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ସମସ୍ତ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଗାଡ଼ିରେ ସ୍ପିଡ଼ ଗଭର୍ଣ୍ଣର ଲଗାଯିବ । ନିଷ୍ପତି ଅନୁଯାୟୀ କୌଣସି ଗାଡ଼ି ନିର୍ଦ୍ଧାରିତ ଗତି ଠାରୁ ଅଧିକ ବେଗରେ ଯାଇପାରିବେ ନାହିଁ ।

ବାଣ ବିସ୍ଫୋରଣରେ ଗୁରୁତର ଆହତ ବାଳକଙ୍କ ମୃତ୍ୟୁ

ଜଗତସିଂହପୁର ଜିଲ୍ଲାରେ ଏକ ଶୋଭାଯାତ୍ରାରେ ଯାଉଥିବା ସମୟରେ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ବାଳକଙ୍କ ଗୁରୁବାର ମୃତ୍ୟୁ ଘଟିଛି ।

ବକେୟା ଦରମା ଦାବିରେ ଶ୍ରମିକଙ୍କ ରାସ୍ତା ଅବରୋଧ

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଥିବା ଓରିଣ୍ଡ କାରଖାନା ଶ୍ରମିକମାନେ ବକେୟା ଦରମା ଦାବିରେ ଶନିବାର ରାସ୍ତା ଅବରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ପରିବହନ ସଚିବଙ୍କ ଆଲୋଚନା

ବୈଠକରେ ଓଡ଼ିଶାର ସଡ଼କ ପରିବହନ ବ୍ୟବସ୍ଥା ଓ ରାଜପଥର ଉନ୍ନତି ସଂପର୍କିତ ବିଭିନ୍ନ ସମସ୍ୟା ଓ ଦାବୀ ସଂପର୍କରେ ଆଲୋଚନା କରାଯାଇଛି ।

ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ

ପଞ୍ଚାୟତ ଗୁଡ଼ିକରେ ନିଜସ୍ୱ ଗୃହ ନିର୍ମାଣ, କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବ୍ୟବସ୍ଥା ଏବଂ ଜଙ୍ଗଲ ଅଧିକାର ଆଇନରେ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସଂପର୍କରେ ଆଲୋଚନା କରିଛନ୍ତି ।

This website uses cookies.