Tag: ଓଡ଼ିଶୀ ନୃତ୍ୟ

ସୃଜନ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର, ଜୁନ ୨୮ (ଓଡିଶା ଡଟ କମ ) ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହରାଇଜନ ସିରିଜ ଅନ୍ତର୍ଗତ ସଂଧ୍ୟା ଅଧିବେଶନରେ ସୃଜନର ଶିଳ୍ପୀ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ନୃତ୍ୟର ଆଦ୍ୟ ଚରଣରେ ସୃଜନର ଶିଳ୍ପୀ…

ଗୁଞ୍ଜନ ସନ୍ଧ୍ୟା : ଜୀବନ ସଂଗୀତ ଓ ନୃତ୍ୟର ନବଛନ୍ଦ

ପାଖାପାଖି ଅଧଘଣ୍ଟାର ଏହି ନୃତ୍ୟ ସଂରଚନାରେ ଯେତିକି ନାଟକୀୟତା ରହିଛି, ସେତିକି ଦାର୍ଶନିକତା ମଧ୍ୟ ରହିଛି । କେବଳ ଘଟଣାର ବର୍ଣ୍ଣନା ନୁହଁ, ବରଂ ଏକ ଦାର୍ଶନିକ ଅବବୋଧର ନୃତ୍ୟରୂପକ ପ୍ରସ୍ତୁତ କରିବା ଲାଗି ମୀରା ଦାସ ଉଦ୍ୟମ କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି ।

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ରସରେ ଦର୍ଶକ ବିମୁଗ୍ଧ

ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଧଶକ ଡ଼. ଶାନ୍ତନୁ ମହାପାତ୍ର ଓ ତାଙ୍କ ସାଥୀଙ୍କ ଦ୍ୱାରାସଂଯୋଜିତ ଶିବ ବନ୍ଦନାରୁ । ଯାହାକୁ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ମଙ୍ଗଳା ଚରଣରେ ରାବଣକୃତ ଶିବ ତାଣ୍ଡବ ଜଟାଟବୀକୁ ପରିବେଷଣ କରିଥିଲେ…

ଓଡ଼ିଶୀ ନୃତ୍ୟର ଶ୍ରଦ୍ଧା ସୁମନରେ ଗୁରୁ କେଳୁଚରଣଙ୍କୁ ଶ୍ରଦ୍ଧାଞ୍ଜଳି

ନିଖୁଣ ଏବଂ ଛନ୍ଦମୟ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

ମିନତି ପ୍ରଧାନଙ୍କୁ ମାହାରୀ ସମ୍ମାନ

i¹û^ _âû^ _ùe ajê _âZòÂòZ KkûKûe Z[û ^éZýgòÌúu GKK IWÿògú ^éZý ùLôaûKê còkò[ôfû û

ଗିନିଜ ବୁକ୍ରେ ସମୂହ ଓଡ଼ିଶୀ ନୃତ୍ୟ

Wÿòùi´e 23ùe Kkòw ÁûWÿòdcùe 555 RY gòÌú IWÿògú _eòùahY Keò[ôùf û

This website uses cookies.