Tag: କଂଗ୍ରେସ

ଲୁଲୁ ମହାପାତ୍ର ; ଜୀବନ ଓ ରାଜନୀତିକୁ ନେଇ କିଛି କଥା

ତାଂକର ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଂକୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା ।

ପ୍ରସାଦଙ୍କ ନୂଆ ଟିମ, ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ

ପ୍ରସାଦଙ୍କର ଟିମ୍ ରେ ଅଛନ୍ତି ୫୫ ଜଣ ସମ୍ପାଦକ, ୩୭ ଜଣ ସଂଗଠନ ସମ୍ପାଦକ, ୨୫ ଜଣ ସହ ସମ୍ପାଦକ, ୨୩ ଜଣ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ, ୧୦ ଜଣ ଉପସଭାପତି ଓ ୫ ଜଣ ରାଜନୈତିକ ସମ୍ପାଦକ । ପ୍ରଥମଥର ପାଇଁ ଏହି ଟିମ୍ ରେ ରାଜନୈତିକ ସମ୍ପାଦକ ପଦବୀ ସୃଷ୍ଟି କରାଯାଇଛି ।

କଂଗ୍ରେସ ବିବାଦ ପ୍ରଚାର ପରିପ୍ରେକ୍ଷୀରେ ପାର୍ଟି ବିଧାୟକଙ୍କ ବୈଠକ

ପରବର୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବିଧାୟକମାନଙ୍କ ଦିଲ୍ଲୀ ଗସ୍ତ ସୌଜନ୍ୟମୂଳକ ଥିବା କହିଥିଲେ । ବିଧାୟକମାନେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ କିଛି ସାଙ୍ଗଠନିକ ପ୍ରସ୍ତାବ ଦେବା ସହ ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିବ ସେ ପ୍ରକାଶ କରିଥିଲେ ।

ପୁଅ ସହ ବିଜେପିରେ ଯୋଗଦେଲେ ଗିରିଧର

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାର୍ଟିରେ ଉପଯୁକ୍ତ ସମ୍ମାନ ନ ମିଳିବା ତଥା ବାରମ୍ବାର ଅପମାନିତ ହେବା ଦର୍ଶାଇ ଗିରିଧର ଗମାଙ୍ଗ ମଇ ୩୦ ତାରିଖ ଦିନ କଂଗ୍ରେସ ପାର୍ଟି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ ।

ପ୍ରଚାର ବ୍ୟାପକ କରିବାପାଇଁ କଂଗ୍ରେସର ମିଡିଆ ଟିମ

ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଗଠନ କରିଥିବା ମିଡିଆ ସେଲର ଅଧ୍ୟକ୍ଷ ଭାବେ ପ୍ରଫେସର କୈଳାଶ ଆଚାର୍ଯ୍ୟଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରାଙ୍କୁ ଦଳର ମୁଖପାତ୍ର ଭାବେ ଘୋଷଣା କରାଯାଇଛି । ସୋସିଆଲ୍ ମିଡିଆ ସେଲର ଅଧକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ୍ ଦାୟିତ୍ଵ ତୁଲାଇବେ ।

ଗିରିଧର ଗମାଙ୍ଗ, ପୁତ୍ର ଶିଶିର ବିଜେପିରେ ମିଶିବା ପାଇଁ ଆଗ୍ରହୀ

କନକ ଟିଭି ସହ ଏକ ସାକ୍ଷାତକାର ରେ ସେ କହିଛନ୍ତି ଯେ ଦୁହେଁ ଖୁବ ଶୀଘ୍ର ନୂଆ ଦିଲ୍ଲୀ ଯାଇ ବିଜେପି ନେତାମାନଙ୍କସହ ଆଲୋଚନା କରି ତାଙ୍କର ଇଚ୍ଛା ଜାହିର କରିବେ ।ଇସ୍ତଫା ଦେଇଥିବାରୁ କଂଗ୍ରେସ ପାର୍ଟିକୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି ।

This website uses cookies.