Tag: କଂଗ୍ରେସ

କଂଗ୍ରେସ ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

୭୨ ବର୍ଷ ବୟସ୍କ ଗମାଙ୍ଗ ଫେବୃୟାରୀ ୧୭ ୧୯୯୯ ରୁ ଡିସେମ୍ବର ୬ ୧୯୯୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ…

୭୨ ବର୍ଷ ବୟସ୍କ ଗମାଙ୍ଗ ଫେବୃୟାରୀ ୧୭ ୧୯୯୯ ରୁ ଡିସେମ୍ବର ୬ ୧୯୯୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ଅତୀତ ରେ ନଅ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।

ଭେଙ୍କେୟା ରଖିଲେ କେନ୍ଦ୍ର ସରକାରଙ୍କ ରିପୋର୍ଟ କାର୍ଡ

ଭେଙ୍କେୟା କହିଥିଲେ ଯେ ଭାରତର ସଂଘୀୟ ବ୍ୟବସ୍ଥା ଅନୁଯାଇ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ଅଛନ୍ତି।…

ଭେଙ୍କେୟା କହିଥିଲେ ଯେ ଭାରତର ସଂଘୀୟ ବ୍ୟବସ୍ଥା ଅନୁଯାଇ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ଅଛନ୍ତି। ଏନଡିଏ ସରକାର ରାଜ୍ୟ ବାବଦ ଆର୍ଥିକ ଭାଗ ବଢାଇବା ସହ ବିଭିନ୍ନ ଯୋଜନାରେ ଅନୁଦାନ ଅର୍ଥ ବଢାଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରଲୋକ

୩ ଜାନୁଆରୀ ୧୯୨୭ରେ ପୁରୀ ଜିଲ୍ଲାର ରାମେଶ୍ଵରଠାରେ ଜନ୍ମଗହଣ କରିଥିବା ପଟ୍ଟନାୟକ ପାଞ୍ଚଥର ବିଧାନସଭା ଓ ଦୁଇଥର ଲୋକସଭାକୁ ଭାରତୀୟ…

୩ ଜାନୁଆରୀ ୧୯୨୭ରେ ପୁରୀ ଜିଲ୍ଲାର ରାମେଶ୍ଵରଠାରେ ଜନ୍ମଗହଣ କରିଥିବା ପଟ୍ଟନାୟକ ପାଞ୍ଚଥର ବିଧାନସଭା ଓ ଦୁଇଥର ଲୋକସଭାକୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ସହ ଆସାମର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଆଦି ବିଭିନ୍ନ ପଦ ପଦବିରେ କାର୍ଯ୍ୟ କରିଥିଲେ।

ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମକୁ ବିଜେଡ଼ି, କଂଗ୍ରେସର ବିରୋଧ

ଭୁବନେଶ୍ଵରରେ ମୁଖ୍ୟ କାର୍ଯାଳୟ ଓ ରାଜ୍ୟର ଅନଗୁଳ ଓ କୋରାପୁଟରେ କାରଖାନା ଓ ବକ୍ସାଇଟ ଖଣି ଥିବା ନାଲକୋରେ କେନ୍ଦ୍ର…

ଭୁବନେଶ୍ଵରରେ ମୁଖ୍ୟ କାର୍ଯାଳୟ ଓ ରାଜ୍ୟର ଅନଗୁଳ ଓ କୋରାପୁଟରେ କାରଖାନା ଓ ବକ୍ସାଇଟ ଖଣି ଥିବା ନାଲକୋରେ କେନ୍ଦ୍ର ସରକାରଙ୍କ ୮୭.୧୫ ପ୍ରତିଶତ ଅଂଶଧନ ରହିଛି ।ସରକାରୀ ଅଂଶଧନର ପାଞ୍ଚରୁ ପନ୍ଦର ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହାର କରିବାପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ସମ୍ପର୍କିତ ଖବର କେତେକ ସଂବାଦପତ୍ର ପ୍ରକାଶ କରିଛନ୍ତି ।

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା…

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ…

ଆଠୋଟି ଯାକ ପୌରସଂସ୍ଥାରେ ବିଜେଡ଼ିର ବାଜିମାତ

ବୁଧବାର ଭୋଟ ଗଣତିପରେ ଫଳାଫଳ ପ୍ରକାଶ ପାଇଥିବା ଏହି ତିନି ମ୍ୟୁନିସପାଲିଟି ଗୁଡିକହେଲା ସୁନାବେଡା, ବେଲପାହାଡ, ପାରାଦୀପ, ଓ ପାଞ୍ଚ…

ବୁଧବାର ଭୋଟ ଗଣତିପରେ ଫଳାଫଳ ପ୍ରକାଶ ପାଇଥିବା ଏହି ତିନି ମ୍ୟୁନିସପାଲିଟି ଗୁଡିକହେଲା ସୁନାବେଡା, ବେଲପାହାଡ, ପାରାଦୀପ, ଓ ପାଞ୍ଚ ବିଜ୍ଞାପିତ ପରିଷଦ ହେଲା ରେଢାଖୋଲ, ତୁଷରା, ଦଶପଲ୍ଲା, ବାଲିମେଳା ଓ ଧର୍ମଗଡ ।

This website uses cookies.