Tag Archives: କଂଗ୍ରେସ

ମୁଖ୍ୟ ଖବର

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୁଭାଇ ପଟେଲଙ୍କ ପରଲୋକ

ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଗତ ୭ ଦିନ ଧରି ସେ ଗୁଜୁରାଟର ବରୋଦାସ୍ଥିତ ଏକ ଘରୋଇ ହସ୍‍ିଟାଲରେ ଚିକିତ୍ସିତ ହେଉଥିଲେ । ମୂତ୍ରାଶୟରେ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍‍ିଟାଲରେ ଭର୍ତ୍ତି କରାଯାଇଥିଲା ।

ବିସ୍ତୃତ
ଓଡିଶା ଖବରରାଜନୀତି

ଫେବୃଆରୀ ୧୮ରେ ଓଡ଼ିଶା ଆସିବେ ରାହୁଲ

ଗତ କିଛି ମାସ ମଧ୍ୟରେ ରାଜ୍ୟରେ କଂଗ୍ରେସ ଅଧିକ ସକ୍ରିୟ ହୋଇଥିବା ବେଳେ ରାହୁଲଙ୍କର ଏହି ଗସ୍ତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ।

ବିସ୍ତୃତ
ଓଡିଶା ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନୀ ଚାଲ-ବିରୋଧୀ

ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି ୨୦୦୯ ନିର୍ବାଚନରୁ ଏହି ଯୋଜନା କଂଗ୍ରେସ ଇସ୍ତାହାରରେ ରହିଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାକୁ ଆପଣେଇଛନ୍ତି । ନବୀନ ବାବୁ ଏହା କହିବାର ଉଦେ୍ଧଶ୍ୟ ହେଲା ସେ ନିର୍ବାଚନ ପାଇଁ ଭୟଭିତ ହୋଇ ଯାଇଛନ୍ତି ।

ବିସ୍ତୃତ
ଓଡିଶା ଖବରରାଜନୀତି

କଂଗ୍ରେସ ଓ ବିଜେପି ସହ ବିଜେଡିର ଭିତିରିଆ ବୁଝାମଣା ରହିଛି-ପ୍ୟାରୀ

ଖଣି ଦୁର୍ନୀତିରେ ନବୀନ ସରକରାର ସଂପୃକ୍ତି ରହିଛି । ଏଥିରୁ ରକ୍ଷାପାଇବା ପାଇଁ ସେ କଂଗ୍ରେସ ସହ କେନ୍ଦ୍ରରେ ଭିତିରିଆ ବୁଝାମଣା କରିଛି ।

ବିସ୍ତୃତ
ଓଡିଶା ଖବରରାଜନୀତି

କଂଗ୍ରେସ କିମ୍ବା ବିଜେପି ସହିତ ବୁଝାମଣାର ସମ୍ଭାବନା ନାହିିଁ :ନବୀନ

କଂଗ୍ରେସ ବିଜେଡି ଏବଂ ଜେଡି(ୟୁ) ଭଳି ସମଭାବାପନ୍ନ ଦଳ ସହିତ କଥାବାର୍ତା ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ଜୟପୁରଠାରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ କମଳନାଥ ଗଣମାଧ୍ୟମକୁ ବିବୃତି ଦେଇଥିଲେ ।

ବିସ୍ତୃତ