Tag Archives: କଟକଣା

ପର୍ଯଟନ

ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଥିବା କଟକଣା ହଟାଇବା ପାଇଁ ବିଚାର

୨୦୧୨ ମସିହାରେ ଜଣେ ଇଟାଲିୟ ପର୍ଯ୍ୟଟକ ଓ ତାଙ୍କ ସାଥୀଙ୍କୁ ନକ୍ସଲମାନେ ଅପହରଣ କରିନେବାପରେ , ବିଦେଶୀ ପର୍ଯ୍ୟଟକଙ୍କ ଆଦିବାସୀ ଅଧ୍ୟୁସିତ ତଥା ନକ୍ସଲ ପ୍ରବଣ ଅଞ୍ଚଳରେ ମୁକ୍ତ ଗମନାଗମନ ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ ।

ବିସ୍ତୃତ
ରାଜନୀତି

ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନକୁ ନେଇ କଟକଣା ହାଇକୋର୍ଟରେ ରଦ୍ଦ

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏପ୍ରିଲ ୨୨ ତାରିଖ ଦିନ ସମ୍ବଲପୁର ଅତିରିକ୍ତ ଦୌରା ଜଜଙ୍କ ଅଦାଲତ କୋଡିଏ ହଜାର ଟଙ୍କାରର ବେଲ ବଣ୍ଡ ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ ।

ବିସ୍ତୃତ
ରାଜନୀତି

ସମ୍ବଲପୁର: ଅସ୍ତ୍ର ଧରି ଶୋଭାଯାତ୍ରାରେ ଭାଗନେବା ଉପରେ କଟକଣା

ଅସ୍ତ୍ରଶସ୍ତ୍ର ଧାରଣ କରି କେହି ଶୋଭାଯାତ୍ରାରେ ଭାଗନେଇ ପାରିବେ ନାହିଁ । ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା। ପରେ ଏହାର ଅବଧିକୁ ବଢାଯିବ, ସେ କହିଛନ୍ତି । ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା।

ବିସ୍ତୃତ