Tag Archives: କଟକ

ଅପରାଧ

ଓଡିଶାରୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଗିରଫ

ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଗିରଫ ହୋଇଥିବା ୩୭ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କ ନାଁ ହେଲା ମୌଲବୀ ମହମ୍ମଦ ଅବଦୁଲ ରେହମାନ । ସେ ପାକିସ୍ତାନ, ଦୁବାଇ, ସାଉଦି ଆରବ ଆଦି ସ୍ଥାନ ଭ୍ରମଣ କରିବା ସହ ଆଫଗାନିସ୍ଥାନ ସୀମାରେ ଆତଙ୍କବାଦ ତାଲିମ ହାସଲ କରିଥିବା ପୁଲିସ ସନ୍ଦେହ କରୁଛି ।

ବିସ୍ତୃତ
ଅପରାଧ

ପୂର୍ବତନ ଜଜଙ୍କ ଘର ଡକାୟତିରେ ଛଅ ଗିରଫ, ଟଙ୍କା, ସୁନା ଜବତ

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ ରୁ ୩୦ ମଧ୍ୟରେ ଓ ସେମାନେ ମୁଖ୍ୟତଃ କଟକ ଓ କେନ୍ଦ୍ରାପଡା ଜିଲ୍ଲାର । ୪୨ ବର୍ଷ ବୟସ୍କ ରମାକାନ୍ତ ପରିଡା ହେଉଛି ଏହି ଦଳର ମୁଖ୍ୟ ଓ ସେ ୧୭ରୁ ଊର୍ଦ୍ଧ୍ଵ ଡକାୟତି ମାମଲାରେ ଜଡିତ ଥିବା ସୂଚନା ମିଳିଛି ।

ବିସ୍ତୃତ
ଅପରାଧ

ବିଚାରପତିଙ୍କ ଘର ଲୁଟ ଘଟଣାରେ ଜଣେ ଅଟକ

ଶନିବାର ପୁଲିସ ଉକ୍ତ ଗାଡିକୁ ଭୁବନେଶ୍ଵରର ରସୁଲଗଡ ନିକଟରେ ପାଇ ଉଦ୍ଧାର କରିଥିଲେ । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇ କୋର୍ଟର ଜଣେ ପୂର୍ବତନ ବିଚାରପତି । ସେ ପିପିଲି ଗଣ ଦୁଷ୍କର୍ମ ଘଟଣା ଓ କଳିଙ୍ଗ ନଗର ହାତ ପାପୁଲି ଘଟଣାର ତଦନ୍ତ କରୁଛନ୍ତି ।

ବିସ୍ତୃତ
ଓଡିଶା ଖବରପ୍ରବାସୀ ଓଡିଆମୁଖ୍ୟ ଖବର

ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ଜୁଲାଇ ୧୧ ରେ

ଉକ୍ତ ତାରିଖ ଦିନ ପରୀକ୍ଷା ଫଳ ପୂର୍ବାହ୍ନ ଏଗାରଟାରେ ଘୋଷଣା ହେଉଥିବା ବେଳେ ୱେବସାଇଟ ରେ ଏହା ଏଗାରଟା ତିରିଶ ରେ ଉପଲବ୍ଧ ହେବ ।

ବିସ୍ତୃତ
ଓଡିଶା ଖବର

ବଳାତ୍କାର ଆଦି ମାମଲାର ବିଚାର ପାଇଁ ସ୍ପେଶାଲ୍ କୋର୍ଟ ଉଦଘାଟିତ

ମହଳିାଙ୍କ ବିରୋଧରେ ହେଉଥିବା ଅପରାଧଜନିତ ମୋକଦ୍ଧମା ହ୍ରାସ କରିବା ସକାଶେ ନିକଟରେ ଫୁଲକୋର୍ଟରେ ପ୍ରସ୍ତାବ ଗ୍ରହଣ କରାଯାଇ ତୁରନ୍ତ ରାଜ୍ୟର ୩୦ଟି ଜିଲାରେ ‘ସ୍ୱତନ୍ତ୍ର ଟ୍ରାକ କୋର୍ଟ’ର୍ ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ବିସ୍ତୃତ
ଓଡିଶା ଖବରରାଜନୀତି

କଟକରେ ବିଜେପିର ପ୍ରତିବାଦ ଶୋଭାଯାତ୍ରା

ଷ୍ଟାଡିୟମକୁ ସଂପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଥିବାରୁ ଗୁରୁବାର ବିଜେପି ପକ୍ଷରୁ ଅନୁଷ୍ଠିତ ଶୋଭାଯାତ୍ରାକୁ ପ୍ରତିହତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ବିସ୍ତୃତ