Tag: କଟକ

ବଜରଙ୍ଗ ଦଳର କଟକ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ବଜରଙ୍କ ଦଳ ତରୁଫରୁ କୁହାଯାଇଛି ପାକିସ୍ତାନ କ୍ରିକେଟ ଟିମକୁ ଭାରତ ମାଟିରେ ଖେଳାଇ ନ ଦେବା ପାଇଁ କଟକ ବାସୀ ସରକାରକୁ ଜଣାଇ ଦେଇଛନ୍ତି । ସକାଳ ସାତଟାରୁ ସନ୍ଧ୍ୟା ୭ଟା ଯାଏ ବନ୍ଦ କଟକ ସହରକୁ ବନ୍ଦକରି ଏହା ପ୍ରମାଣିତ କରିଦେଇଛନ୍ତି ।

ଲୋକପାଳ ଜଷ୍ଟିସ ପି.କେ ପାତ୍ରଙ୍କ ପରଲୋକ

ଲୋକପାଳ ଜଷ୍ଟିସ ଶରତଚନ୍ଦ୍ର ମହାପାତ୍ରଙ୍କ ବିୟୋଗ ପରେ ଜଷ୍ଟିସ ପାତ୍ରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା ।

ଛାତ୍ର ନେତାଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି ।

କଟକ: ଡ଼ାକ୍ତରଖାନାରେ ପିପିଲି ପୀଡ଼ିତାଙ୍କ ମୃତ୍ୟୁ

ଜାନୁୟାରୀ ମାସରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଗତ କିଛିଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା ।

ଜବରଦଖଲ ଉଚ୍ଛେଦ ବେଳେ ଗଣ୍ଡଗୋଳ, ୨୦ ଆହତ

ସୋମବାର ଠାରୁ ପୁଣି ପେଟାନାଳ ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା, ଶତାଧିକ ଗିରଫ

ଦୀର୍ଘଦିନ ଧରି ଏଠାରେ ରହିଆସୁଥିବାରୁ ପ୍ରଶାସନର ଏଭଳି ଉଚ୍ଛେଦ ବେଆଇନ ବୋଲି ବସ୍ତିବାସିନ୍ଦା କହିଛନ୍ତି ।

This website uses cookies.