କନ୍ଧମାଳ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ପ୍ରାପ୍ୟ ଦିଆଯାଇ ପାରନ୍ତା... ।

କନ୍ଧମାଳର ବାସନ୍ତୀ ମାଝୀ ଓ ଯେତେ ସବୁ ଅନ୍ଧାରର ଗପ

କନ୍ଧମାଳର ଅନ୍ଧାର ଭିତରେ ବାସନ୍ତୀର ପ୍ରତିଭା ଓ କଳ୍ପନା ସତେ ଯେମିତି ଏକ ଅମଉଳା ଫୁଲ । ନିଜ ଜୀବନ ଓ ଦୁଃଖକୁ ନେଇ କୁଇ ଭାଷାରେ ଗପ ଲେଖୁଥିବା ବାସନ୍ତୀ ସମକାଳୀନ ସାହିତ୍ୟ ଜଗତରେ ଏକ ବିରଳ ବିସ୍ମୟ ।

ଦାଦନ ଶ୍ରମିକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

ଦାଦନ ଖଟିବାକୁ ଯାଇଥିବା ରାଇକିଆ ଥାନା ଅନ୍ତର୍ଗତ ଟିଆଙ୍ଗିଆ ଗାଁର ଟାଇଟସ୍ ଦିଗାଲ (୧୭)ଙ୍କ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ କେରଳରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା ।

ଛୋଟଦାନା ଶସ୍ୟ ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟସ୍ତରୀୟ କର୍ମଶାଳା

ସେ ଆହୁରି ମଧ୍ୟ କହିଥିଲେ ଏହା ଏକ ଖାଦ୍ୟ ଶସ୍ୟ ନୁହେଁ । ଏଥିରେ ରୋଗ ପ୍ରତିଷେଧକ କ୍ଷମତା ଭରି ରହିଛି । ସୁଅାଁ ଖାଉଥିବା ଲୋକଙ୍କୁ ସର୍ଦ୍ଧି ବା ଥଣ୍ଡାକାଶ ହୋଇନଥାଏ । କାରଣ ଏଥିରେ ଥଣ୍ଡା କାଶ ପ୍ରତିଷେଧକ ଗୁଣ ଭରିରହିଛି । ମାଣ୍ଡିଆରେ କର୍କଟରୋଗ ପ୍ରତିରୋଧକ କ୍ଷମତା ରହିଥିବା ମଧ୍ୟ ବୈଜ୍ଞାନିକ…

କନ୍ଧମାଳ: ମାନବାଧିକାର ଉଲଂଘନ ଅଭିଯୋଗରେ ମାମଲା ରୁଜୁ

ପୂର୍ବଦିନ ହୋଇଥିବା ଏକ ଲାଣ୍ଡମାଇନ୍ ବିସ୍ଫୋରଣର ତଦାରଖ ପାଇଁ ଯବାନମାନଙ୍କୁ ପଠାଯାଇଥିଲା । କିନ୍ତୁ ଏସ୍ଓପି ଅନୁଯାୟୀ ଲାଣ୍ଡମାଇନ୍ ଘଟିଥିବା ରାସ୍ତାରେ ପୋଲିସ୍ ଭେହିକିଲ୍ ଯିବା କଥା ନୁହେଁ ।

ଦାରିଙ୍ଗିବାଡିରେ ପାରଦ ଶୂନ ଡିଗ୍ରୀ

ଫୁଲବାଣୀ ସହରରେ ତାପମାତ୍ରା ଗତକାଲି ୩.୨ ଡିଗ୍ରୀ ସେଲସିଅସ ରହିଥିବାବେଳେ ସୋମବାର ଦିନ ୩ ଡିଗ୍ରୀ ରହିଛି ।

ବଡଦିନ ପାଇଁ କନ୍ଧମାଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ବନ୍ଦ ଡାକରା ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ନାହିଁ କିମ୍ବା ବନ୍ଦ ହେବ ନାହିଁ ବୋଲି ଜିଲ୍ଲାପାଳ ଭୂପିନ୍ଦର ସିଂ ପୁନିଆ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକରେ ସୂଚନା ଦେଇଥିଲେ ।

ଆଜିଠାରୁ ମାଓବାଦୀଙ୍କ ପିଏଲ୍ଜି ସପ୍ତାହ,ସୁରକ୍ଷା କଡାକଡି

ଜୟପୁରରୁ କନ୍ଧମାଳ ବସଚଳାଚଳ ବନ୍ଦ ରହିଛି । ଜୟପୁରରୁ ରାୟଗଡା ଦେଇ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆସୁଥିବା ବସ୍ ଆନ୍ଦ୍ରପ୍ରଦେଶ ଦେଇ ଚଳାଚଳ କରୁଛି । ଲମତାପୁଟ, ବୈପାରିଗୁଡା, ନାରାୟଣ ପାଟଣାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବନ୍ଦର ଦ୍ୱିତୀୟ ଦିନରେ କନ୍ଧମାଳ ଠପ୍

ଫୁଲବାଣୀରୁ ବ୍ରହ୍ମପୁର, ଭଂଜନଗର,ରାୟଗଡା ଭୁବନେଶ୍ୱରକୁ ମଧ୍ୟ ଗାଡିଚଳାଚଳ ବନ୍ଦ ରହିଛି । ଏହା ଦ୍ୱାରାସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

କନ୍ଧମାଳ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର

ଛତିଶଗଡ କ୍ୟାଡରର ସିପିଆଇ ମାଓବାଦୀମାନେ ବିସ୍ପୋରଣ ଉଦ୍ଦେଶ୍ୟରେ ରଖିଥିଲେ ବୋଲି ଏସ୍ ପି ଜୟନାରାୟଣ ପଙ୍କଜ କହିଛନ୍ତି ।

This website uses cookies.

Read More