କନ୍ଧମାଳ

ଶିକ୍ଷା ସହାୟକ ତାଲିକା ବିରୋଧରେ କନ୍ଧମାଳ ବନ୍ଦ, ଜୀବନଯାତ୍ରା ପ୍ରଭାବିତ

ଫୁଲବାଣୀ ସମେତ ଟିକାବାଲି, ରାଇକିଆ ଆଦି ଅଞ୍ଛଳରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ଏଠାରେ ମଧ୍ୟ ଦୋକାନ ବଜାର ବନ୍ଦ ହେବାସହ ଗାଡି ଚଳାଚଳ ବନ୍ଦ ରହିଛି ।

ଶିକ୍ଷା ସହାୟକ ନିଯୁକ୍ତିକୁ ନେଇ କନ୍ଧମାଳରେ ଉତେଜନା

କନ୍ଧମାଳ ସମେତ ଅନ୍ୟ ଜିଲ୍ଲାଗୁଡିକରୁ ଶତାଧିକ ଆବେଦନକାରୀ ଆସିଥିଲେ । ସେମାନେ ଏହି କେନ୍ଦ୍ରକୁ ଯିବାବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ ।

କନ୍ଧମାଳରେ ପୋଲିସଙ୍କୁ ଆଉ ଏକ ସଫଳତା

କନ୍ଧମାଳ ଜିଲା କୋଟଗଡ଼ ଅଂଚଳରେ କମ୍ବିଂ ଅପରେସନ ବେଳେ ଏହି ଦ୍ରବ୍ୟ ଜବତ ହୋଇଛି ।

ସରକାର କନ୍ଧମାଳ ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ ଚାହୁଁନାହିଁ : ବିଜେପି

୨୦୦୮ ସେପ୍ଟେମ୍ବର ୩ ତାରିଖରେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଠନ କରିଥିଲେ ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ଶ୍ରାଦ୍ଧବାଷିକୀ: କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା

ସହରର ବିଭିନ୍ନ ଛକ,ବସଷ୍ଟାଣ୍ଡ,ଚର୍ଚ୍ଚ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରା ଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ୧୯ ପ୍ଲାଟୁନ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ,୬ ପ୍ଲାଟୁନ ଓଏସ୍ପି,୩ ୟୁନିଟ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

କନ୍ଧମାଳ: ରିଲିଫ୍ ଦାବିରେ ବନ୍ୟା ପୀଡ଼ିତଙ୍କ ଅଫିସ୍ ଘେରାଉ

ପ୍ରଶାସନ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଦିଆଯାଉଥିବା ରିଲିଫ ବନ୍ଦ କରିଦିଆଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ପର୍ଯ୍ୟଟକଙ୍କୁ ଛାଡ଼ି ଦେବାକୁ ମଧ୍ୟସ୍ଥିଙ୍କ ନିବେଦନ

ସରକାର ଚାହିଁଲେ ଯେକୌଣସି ସମୟରେ ପୁଣି ଆଲୋଚନା କରାଯିବ ବୋଲି ସେମାନେ କହିଛନ୍ତି ।

କନ୍ଧମାଳ ଦଙ୍ଗା ମାମଲାରେ ୧୫୬ଜଣ ଖଲାସ

Méjûj cûcfûùe Mòe` 142RYuê _âcûY @bûaeê `ûÁUâûKþ ùKûUð-2 aòPûe_Zò Lfûi KeòQ«ò û

ପର୍ଯ୍ୟଟକଙ୍କ ମୁକ୍ତି ନେଇ ଆଲୋଚନା ଶନିବାର ପର୍ଯ୍ୟନ୍ତ ଜାରି

ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହାର ସମାଧାନ ହୋଇଯାଇପାରେ ବୋଲି ମାଓ ମଧ୍ୟସ୍ଥି ବି.ଡ଼ି.ଶର୍ମା କହିଛନ୍ତି ।

ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ

ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି ।

This website uses cookies.

Read More