କନ୍ଧମାଳ

କନ୍ଧମାଳ: ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ବ୍ଲକ ଅଧ୍ୟକ୍ଷ ଗିରଫ

cûIaû\úu ij @¤lu iõ_éqò ejò[ôaû ù_ûfòi ^òKUùe ~ù[Á _âcûY @Qò, RùY aeòÂ @]ôKûeú KjòQ«ò û

କନ୍ଧମାଳ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ

iõ_éq @õPkùe ^òdc CfõN^ ùjûAQò Kò ^ûjñò Zû'e icúlû Keû~òa, cêLý iPòa KjòQ«ò û

କନ୍ଧମାଳ: ବିସ୍ଫୋରଣ ପରେ କୁମ୍ବିଂ ଅପରେଶନ ଜୋରଦାର

କୁମ୍ବିଂ ଓ ସର୍ଚ୍ଚ ଅପରେଶନ ସମୟରେ ଷ୍ଟାଣ୍ଡାର୍ଡ଼ ଅପରେଶନ ପ୍ରସିଜୋର ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବିସ୍ଫୋରଣରେ ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ତିନି ଆହତ

କୋଟଗଡ଼ ଥାନା ଅର୍ନ୍ତଗତ ଶ୍ରୀରାମପୁର ଗାଁ ନିକଟସ୍ଥ ଜଙ୍ଗଲିଆ ରାସ୍ତାରେ ଏହି ବିସ୍ଫୋରଣ ହୋଇଛି ।

କନ୍ଧମାଳ: ଲ୍ୟାଣ୍ଡମାଇନ, ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ଏକ ଜଙ୍ଗଲ ରାସ୍ତାରେ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ, ୧୫ ମିଟର ତାର, ଦଶ କିଗ୍ରା ଓଜନର ବିସ୍ଫୋରକ, ଦୁଇଟି ଡ଼ିଟୋନେଟର ଏବଂ ବ୍ୟାଟେରୀ ଯବାନମାନେ ଉଦ୍ଧାର କରିଛନ୍ତି ।

ଗିରଫ ପ୍ରତିବାଦରେ ବ୍ଲକ ଘେରାଉ, ପୋଲିସର ଲାଠିମାଡ଼

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା କନ୍ଧମାଳ, ମଇ ୪(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ପୋଲିସ ଅଟକ ରଖିଥିବା କେତେକ ଗ୍ରାମବାସୀଙ୍କୁ ଛାଡ଼ିବା ଦ।ବିରେ ବୁଧବାର ଶତାଧିକ ଲୋକ ବ୍ଲକ ଘେରାଉ କରିଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି । କଲେଙ୍ଗବାଡ଼ି…

ମାଓବାଦୀଙ୍କ ବିସ୍ଫୋରଣରେ ଆମ୍ବୁଲାନ୍ସ ଧ୍ୱଂସ, ପାଞ୍ଚ ମୃତ

ସେମାନେ ଜଣେ ଗର୍ଭବତୀ ମହିଳାଙ୍କୁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲରେ ଛାଡ଼ି ଫେରୁଥିବା ବେଳେ ବ୍ରାହ୍ମଣୀ ଗାଁ ଠାରୁ ପ୍ରାୟ ଦେଢ କିମି ଦୂରରେ ଥିବା କୁଇଗୁଡ଼ା ଘାଟି ପାଖରେ ଏହି ବିସ୍ଫୋରଣ ହୋଇଥିବା ପୋଲିସ କହିଛି ।

This website uses cookies.

Read More