ଓଡିଶା ନ୍ୟୁଜ/ Odisha News

Tag Archives: କବିତା

ସାହିତ୍ୟ

ଓଡିଆ ପୂଜା ପତ୍ରିକାର ଅଭିନବ ଜୟଯାତ୍ରା; ଦଶଟି ପ୍ରମୁଖ କଥା

ମହାଳୟା ରୁ କାଳୀ ପୂଜା ଭିତରେ ଓଡିଆ ପତ୍ରପତ୍ରିକା ବଜାର ସରଗରମ ହୋଇଉଠେ। ଗତ ଦଶ ବର୍ଷର ପତ୍ରପତ୍ରିକା ପ୍ରକାଶନ ର ବିଶ୍ଲେଷଣ ରୁ ଜଣାପଡୁଛି ଯେ ପ୍ରତି ବର୍ଷ ଏହି ସମୟରେ ପ୍ରାୟ ୧୦୦ ରୁ ୧୨୦ ପତ୍ରିକା ପ୍ରକାଶିତ ହୁଅନ୍ତି ।

ବିସ୍ତୃତ
ସାହିତ୍ୟ

ଦେବଦାସଂକ କଲମ ଓ ବିଭୁକିଶୋରଂକ କଣ୍ଠର ଯୁଗଳବନ୍ଦୀ “ବ୍ଲୁ ମୁଡ୍”

“ବ୍ଲୁ ମୁଡ୍” ଦେବଦାସଂକ ନୁଆ କବିତାର ଗୀତି ରୂପ । ଏସବୁ ଲିରିକ୍ ନୁହଁ, ନିରୋଳା କବିତା । ଛନ୍ଦହୀନତା ଭିତରେ ଗୋଟେ ସ୍ବଛନ୍ଦ ମାଦକତା । କବିତାକୁ ସୁରରେ ସଜେଇଛନ୍ତି ଆମ ସମୟର ଖ୍ୟାତନାମା ଗାୟକ ବିଭୁ କିଶୋର ।

ବିସ୍ତୃତ
ସାହିତ୍ୟ

ପୁସ୍ତକ ସମୀକ୍ଷା: ଡେମୋଗ୍ରାଫିକ ପ୍ରୋଫାଇଲ ଅଫ ଓଡିଶା

ଜନସଂଖ୍ୟା ସମ୍ପର୍କୀୟ ତଥ୍ୟ ସବୁ ବିଶ୍ଲେଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବିଷୟରେ ଶିକ୍ଷାପ୍ରାପ୍ତ କରିଥିବା ଲୋକଙ୍କ ସଂଖ୍ୟା ବୟସାନୁସାରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ସଂଖ୍ୟା, ବାଲ୍ୟବିବାହ , ପ୍ରଜନନ ବ୍ୟାଙ୍କ ସେବା ପାଉଥିବା ପରିବାର ଙ୍କ ସଂଖ୍ୟା, ଧର୍ମ ଇତ୍ୟାଦି ସମ୍ବନ୍ଧରେ ଜନଗଣନା ବ୍ୟତିତ ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ଓ ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ ମାଧ୍ୟମରେ ସଂଗୃହିତ ହୋଇଥିବା ତଥ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି ।

ବିସ୍ତୃତ
ସାହିତ୍ୟ

ଦୃଷ୍ଟିପାତ:  ଶବ୍ଦର ବିଷ୍ଣୁପଦୀ: ବିଷ୍ଣୁପଦଙ୍କ କବିତା

କବି ବିଷ୍ଣୁପଦଙ୍କ କାବ୍ୟ ଭାବନା ସେହି ଦିଗରେ ଗତିଶୀଳ, ଏହା ଓଡିଶାର ପାଠକ ମହଲଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । କାରଣ ତାଙ୍କର କବିତା ଗୁଡିକରେ ନିହିତ ଆମ ମାଟି, ପାଣି, ପବନର ଗାଥାକୁ ଇଂରାଜୀ ଭାଷା ମାଧ୍ୟମରେ ସେ ବିତରି ଚାଲିଛନ୍ତି ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ।

ବିସ୍ତୃତ