ଓଡିଶା ନ୍ୟୁଜ/ Odisha News

Tag Archives: କଳିଙ୍ଗନଗର

ଅର୍ଥ-ବ୍ୟବସାୟସ୍ୱାସ୍ଥ୍ୟ

‘ଡେଙ୍ଗୁ’ରୋକିବା ପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲର ଅଭିଯାନ

କାରଖାନା ପରିସର ମଧ୍ୟରେ ୩୪ଟି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏହାବ୍ୟତୀତ କାରଖାନା ପରିସରରେ ସମ୍ଭାବିତ ଡେଙ୍ଗୁ ପ୍ରଜନନ ସ୍ଥଳୀ ଚିହ୍ନଟ କରିବା ପରେ ଲାର୍ଭିସାଇଡାଲ ସ୍ପ୍ରେ ମାଧ୍ୟମରେ ମଶାଙ୍କ ଲାର୍ଭାକୁ ନଷ୍ଟ କରାଯାଉଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟମୁଖ୍ୟ ଖବର

ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପରେ ସୁରକ୍ଷା ଅଭିଯାନର ଶୁଭାରମ୍ଭ

ଏହି ଅବସରରେ ଶୂନ୍ୟ ଦୁର୍ଘଟଣା ହାସଲ କରିବା ପାଇଁ ୬ଟି ସୁରକ୍ଷା ରଣନୀତିର ଅୟମାରମ୍ଭ କରାଯାଇଥିଲା ।

ବିସ୍ତୃତ
ଖେଳମୁଖ୍ୟ ଖବର

ବିଶାଳ ମହିଳା ମରଭୂମି ସଫାରୀରେ କଳିଙ୍ଗନଗର ବାଳିକାଙ୍କ ଯୋଗଦାନ

୨୩୦୦ କିଲୋମିଟର ଯାତ୍ରା ସମୟରେ ଏହି ମହିଳା ଦଳ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ସୀମାରେ ନିୟୋଜିତ ସୌନିକମାନଙ୍କ ଉତ୍ସାହ ବଢାଇଥିଲେ ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ଆଲୋଚନାପରେ ଆନ୍ଦୋଳନରୁ ଓହରିଲେ ବିସ୍ଥାପିତ ଗ୍ରାମବାସୀ

ଆନ୍ଦୋଳନରତ ୨୦ରୁ ଅଧିକ ଯୁବକଙ୍କ ମଧ୍ୟରେ ଆଲୋଚନା ହେବାପରେ ଆନ୍ଦୋଳନରତ ଯୁବକମାନେ କାରଖାନାର ଫାଟକ ବନ୍ଦ ଆନ୍ଦୋଳନରୁ ସାମୟିକ ନିବୃତିର ହିବାକୁ ଘୋଷଣା କରିଥିବା ଜଣାପଡିଛି ।

ବିସ୍ତୃତ