ବିଜେଡି ସାଂସଦ କଳ୍ପତରୁ ଦାସଙ୍କ ପରଲୋକ
କିଛି ମାସ ହେବ ଅସୁସ୍ଥ ଥିବା ଶ୍ରୀ ଦାସଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ସୋମବାର ଦିଲ୍ଲୀ ଏମ୍ସ ପରିସରରେ ଥିବା ଇନଷ୍ଟିଚ୍ୟୁଟ ଅଫ ରୋଟାରି କ୍ୟାନ୍ସର ହାସପାତାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯିବାରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମ ରେ ରଖାଯାଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।