Tag Archives: କାରଖାନା

ଅର୍ଥ-ବ୍ୟବସାୟ

କଞ୍ଚାମାଲ ଅଭାବରୁ ଲାଞ୍ଜିଗଡ କାରଖାନା ବନ୍ଦ କରିବ ବେଦାନ୍ତ

କମ୍ପାନୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ବହୁବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ସତ୍ଵେ କୌଣସି ସୁଫଳ ମିଳି ନଥିବାରୁ କାରଖାନା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ ବୋଲି ସେ କହିଛନ୍ତି ।

ବିସ୍ତୃତ
ଅପରାଧ

ଖୋର୍ଦ୍ଧା ନିକଟରେ ବେଆଇନ ବନ୍ଧୁକ କାରଖାନା ଠାବ , ଚାରି ଗିରଫ

କୁଇକ ଏକସନ ଟିମ ଓ ତମାଣ୍ଡୋ ପୁଲିସ ଦୁଇଜଣ ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସମୟରେ ଧରିଥିଲେ ଓ ତାଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ପିସ୍ତଲ ଜବତ ହୋଇଥିଲା ।ସେମାନେ ଜେରା ସମୟରେ ଖୋର୍ଦ୍ଧାର ଏକ ଗ୍ରାମର ନାମ ପ୍ରକାଶ କରିବା ସହ କିଛି ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଦାନ କରିଥିଲା ।

ବିସ୍ତୃତ