ଓଡିଶା ନ୍ୟୁଜ/ Odisha News

Tag Archives: କିସ୍

ମନୋରଞ୍ଜନ

ପ୍ରଦର୍ଶିତ ହେଲା କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା

ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କ ଗଳ୍ପ 'ଝଡ ପରର ସୂର୍ଯ୍ୟ' ଉପରେ ଆଧାରିତ ଏହି ଚଳଚିତ୍ରକୁ ଶତାଧିକ ବିଶିଷ୍ଟ ବ୍ୟକ୍ତି, ଚଳଚିତ୍ର ପ୍ରେମୀ ଓ କଳାକାର ଭରପୁର ଉପଭୋଗ କରିଥିଲେ।

ବିସ୍ତୃତ
ଓଡିଶା ଖବରରାଜନୀତି

କିସ୍ ଉଦ୍ୟମକୁ କେନ୍ଦ୍ର ଜନଜାତି ବିଭାଗ ମନ୍ତ୍ରୀଙ୍କ ପ୍ରଶଂସା

ଶିକ୍ଷା ଦ୍ୱାରା ହିଁ ଅବହେଳିତ ଆଦିବାସୀଙ୍କ ବିକାଶ ସମ୍ଭବ ହୋଇପାରିବ ବୋଲି କହି କିସ୍ ରେ ଉଦ୍ୟମ ଫଳରେ ହଜାର ହଜାର ଅବହେଳିତ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହୋଇ ପାରୁଥିବାରୁ କିସ୍ ଭଳି ଅନୁ୍ଷ୍ଠାନକୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି ସେ କହିଥିଲେ ।

ବିସ୍ତୃତ
ଓଡିଶା ଖବର

କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀରେ ଧର୍ମେନ୍ଦ୍ର

ଏହି ଅବସରରେ ସେ ଭାରତ ମାତାର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଧର୍ମେନ୍ଦ୍ର ସବୁବର୍ଗର ଭାରତୀୟଙ୍କୁ ଅନୁରୋଧ କରିଥିଲେ । ମଣିଷଠାରୁ ସବୁ ଚାଲିଯାଇପାରେ, ମାତ୍ର ହୃଦୟରେ ଥିବା ସ୍ନେହ ଓ ପ୍ରେମ ନିଜଠାରୁ ଅଲଗା ହୋଇପାରେନାହିଁ ବୋଲି ସେ କହିଥିଲେ ।

ବିସ୍ତୃତ
ଓଡିଶା ଖବର

ବିଶ୍ୱମାନବାଧିକାର ଦିବସ ସଚେତନତା ପାଇଁ ୨୫ କି.ମି. ମାନବ ଶୃଙ୍ଖଳ

ଓଡିଆ ସିନେମା ଓ ଟେଲି ଭିଜନର ନାମୀ କଳାକାର,ବରିଷ୍ଠ ସମ୍ବାଦିକ,ଅନେକ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦଦ୍ୱାରାପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା ।

ବିସ୍ତୃତ
ଓଡିଶା ଖବର

ଉତର-ପୂର୍ବାଞ୍ଚଳର ଛାତ୍ର ଛାତ୍ରୀଙ୍କୁ ନାଗରିକ ସମ୍ବର୍ଦ୍ଧନା

୧୧ ତାରିଖ ସକାଳେ ଭୁବନେଶ୍ୱର ରେଲୱେଷ୍ଟେସନରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ । ସେହିଦିନ ସେମାନେ ଯେତେବେଳେ ବ୍ରହ୍ମପୁର ରେଲୱେଷ୍ଟେସନରେ ପହଞ୍ଚିବେ ସେଠାରେ ମଧ୍ୟ ତାଙ୍କୁ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯିବ ବୋଲି ସଂଗଠନ ସଂପାଦକ ଗୋବିନ୍ଦ ନାୟକ ପ୍ରକାଶ କରିଛନ୍ତି ।

ବିସ୍ତୃତ
ଓଡିଶା ଖବରବିଶେଷ ଖବର

ସମ୍ଭାବ୍ୟ ଭାରତୀୟ ମହିଳା ରଗ୍ବୀ ଦଳରେ କିସ୍ ର ୪ ବାଳିକା

ଏହି ଖେଳାଳିମାନେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ପୁନେର ବାଲ୍ୱାଡ଼ି ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ଚୟନ ଶିବିରରେ ସାମିଲ ହୋଇଛନ୍ତି । ଏସିଆନ୍ ମହିଳା ରଗ୍ବୀ ଟୁର୍ଣ୍ଣାମେଣ୍ଟ ରୁ ମନୋନୀତ ଦଳ ମହିଳା ରଗ୍ବୀ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇବେ ।

ବିସ୍ତୃତ