Tag Archives: କୃଷି ଭିତ୍ତିକ

ଜଣା ଅଜଣାପରିବେଶ

ନୁଆଁଖାଇ ତିହାର: ଦଶଟି ଜାଣିବା କଥା

ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି । ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ ।

ବିସ୍ତୃତ