Tag: କୃଷି

ଉପସାଗରୀୟ ଦେଶ ସମୂହ (ଜିସିସି) କୁ ଓଡିଶାର କୃଷିଜାତ ପଦାର୍ଥ ସହ ଯୋଡିବା ପାଇଁ ଆହ୍ୱାନ

ଦୁବାଇ , ଭୁବନେଶ୍ୱର, ୧୪ ମଇ (ଓଡିଶା ଡଟ କମ) – ୟୁଏଇ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

ଦୁବାଇ , ଭୁବନେଶ୍ୱର, ୧୪ ମଇ (ଓଡିଶା ଡଟ କମ) – ୟୁଏଇ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସାଗରୀୟ ଦେଶ ସମୂହ (ଜିସିସି) କୁ ଓଡିଶାର କୃଷିଜାତ ପଦାର୍ଥ ସହ ଯୋଡିବା ପାଇଁ ଏହି ରାଷ୍ଟ୍ର ସମୂହରେ କାମ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ, କୋଲ୍ଡ ଚେନ ପ୍ରଦାନକାରୀ ଖାଦ୍ୟ ବିତରଣ କମ୍ପାନୀ…

କୃଷିର ଦୁଃସ୍ଥାବସ୍ଥା ପାଇଁ କୌଣସି ସର୍ବୌଷଧି ନାହିଁ

କୃଷିଋଣ ଛାଡ଼ ଏବଂ ରିହାତି ଭାରତର ଗ୍ରାମାଂଚଳର ଦରିଦ୍ରତମ ଲୋକମାନଙ୍କୁ ସାହାଯ୍ୟ କରିନଥାଏ । ପ୍ରକୃତରେ ଋଣଛାଡ଼ ଭୂମିହୀନ ଏବଂ…

କୃଷିଋଣ ଛାଡ଼ ଏବଂ ରିହାତି ଭାରତର ଗ୍ରାମାଂଚଳର ଦରିଦ୍ରତମ ଲୋକମାନଙ୍କୁ ସାହାଯ୍ୟ କରିନଥାଏ । ପ୍ରକୃତରେ ଋଣଛାଡ଼ ଭୂମିହୀନ ଏବଂ କ୍ଷୁଦ୍ରଚାଷୀମାନଙ୍କ ଭଳି ଅସୁରକ୍ଷିତ ବର୍ଗର ଋଣବୋଝକୁ ହ୍ରାସ କରିବାରେ ସାହାଯ୍ୟ କରିନଥାଏ ।

ଓଡିଶାର ତ୍ରିଲୋଚନ ମହାପାତ୍ର ଆଇଏ ଆରଆଇର ନିର୍ଦେଶକ ନିଯୁକ୍ତ

ଓୟୁଏଟି ଭୁବନେଶ୍ଵରରୁ ୧୯୮୫ ରେ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ମହାପାତ୍ର ପରବର୍ତୀ ସମୟରେ ଭାରତୀୟ କୃଷି ଗବେଷଣା…

ଓୟୁଏଟି ଭୁବନେଶ୍ଵରରୁ ୧୯୮୫ ରେ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ମହାପାତ୍ର ପରବର୍ତୀ ସମୟରେ ଭାରତୀୟ କୃଷି ଗବେଷଣା ସଂସ୍ଥା ନୂଆଦିଲ୍ଲୀରୁ ୧୯୮୭ ରେ ଜେନେଟିକସରେ ସ୍ନାତ୍ତକୋତ୍ତର ଓ ୧୯୯୨ ରେ ସେହି ସଂସ୍ଥାରୁ ଡକ୍ଟରେଟ ହାସଲ କରିଛନ୍ତି ।

କୃଷି,ପଶୁ ସମ୍ପଦ ବିକାଶ ପାଇଁ ଅର୍ଥ ଦେବାକୁ ବିଶ୍ଵ ବ୍ୟାଙ୍କର ଆଗ୍ରହ

୧୨୦୦ କୋଟି ଟଙ୍କାର ଏହି ସ୍ଵତନ୍ତ୍ର ପ୍ରକଳ୍ପ ପାଇଁ ବିଶ୍ଵ ବ୍ୟାଙ୍କ ସମୂହର ସଦସ୍ୟ ସଂସ୍ଥା ଇଣ୍ଟରନେସନଲ ଡେଭଲପମେଣ୍ଟ ଏଜେନ୍ସି…

୧୨୦୦ କୋଟି ଟଙ୍କାର ଏହି ସ୍ଵତନ୍ତ୍ର ପ୍ରକଳ୍ପ ପାଇଁ ବିଶ୍ଵ ବ୍ୟାଙ୍କ ସମୂହର ସଦସ୍ୟ ସଂସ୍ଥା ଇଣ୍ଟରନେସନଲ ଡେଭଲପମେଣ୍ଟ ଏଜେନ୍ସି ୧୦୮୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ରହିଥିବା ବେଳେ , ରାଜ୍ୟ ସରକାର ବାକି ଅର୍ଥ ଖର୍ଚ କରିବେ ।ରାଜ୍ୟ ସରକାରଙ୍କ ମଞ୍ଜୁରୀ ପାଇଲେ ଏହି ପ୍ରକଳ୍ପ ସମସ୍ତ ତିରିଶ ଯାକ ଜିଲାରେ ଛଅ…

ଖଣି ଦୁର୍ନୀତି: ଦିଗ୍ବିଜୟଙ୍କ ଟାର୍ଗେଟରେ ନବୀନ

ରାଜ୍ୟରେ ଦୀର୍ଘ ୧୨ବର୍ଷ ଧରି ବିଜେଡି ସରକାର ଚାଲିଥିବା ବେଳେ ଖୋଲାଖୋଲି ଭାବରେ କୋଇଲା ଦୁର୍ନୀତି ହୋଇଥିଲା । ସେତେବେଳେତ…

ରାଜ୍ୟରେ ଦୀର୍ଘ ୧୨ବର୍ଷ ଧରି ବିଜେଡି ସରକାର ଚାଲିଥିବା ବେଳେ ଖୋଲାଖୋଲି ଭାବରେ କୋଇଲା ଦୁର୍ନୀତି ହୋଇଥିଲା । ସେତେବେଳେତ ତାଙ୍କରି ମନ୍ତ୍ରୀମାନେ ଥିଲେ । କାହିଁକି ସେମାନେ ପଦକ୍ଷେପ ନେଉ ନଥିଲେ ବୋଲି ବୋଲି ସିଂ ପ୍ରଶ୍ନ କରିଛନ୍ତି ।

ସହକାରୀ କୃଷି ଅଧିକାରୀ ପଦବୀ ପୂରଣ ପାଇଁ ନିର୍ଦ୍ଦେଶ

ସିଧାସଳଖ ନିଯୁକ୍ତି ଜରିଆରେ ୩୧୧ଟି ଏବଂ ଅବଶିଷ୍ଟ ୩୫ଟି ପଦବୀ ବିଭାଗୀୟ ପଦୋନ୍ନତି ଜରିଆରେ ପୂରଣ କରାଯିବ ।

ସିଧାସଳଖ ନିଯୁକ୍ତି ଜରିଆରେ ୩୧୧ଟି ଏବଂ ଅବଶିଷ୍ଟ ୩୫ଟି ପଦବୀ ବିଭାଗୀୟ ପଦୋନ୍ନତି ଜରିଆରେ ପୂରଣ କରାଯିବ ।

This website uses cookies.