Tag: କେନ୍ଦ୍ର ସରକାର

ଶାହା କମିଶନ ନିକଟରେ ପକ୍ଷ ରଖିଲେ ଖଣିଧାରୀ

ଶୁଣାଣିର ପ୍ରଥମ ଦିନରେ କମିଶନ ପ୍ରାୟ ୧୪ଟି ଖଣିମାଲିକଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିବା ବେଳେ…

ଶୁଣାଣିର ପ୍ରଥମ ଦିନରେ କମିଶନ ପ୍ରାୟ ୧୪ଟି ଖଣିମାଲିକଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିବା ବେଳେ ଆଗାମୀ ତିନି ଚାରି ଦିନ ଅନ୍ୟ ଶତାଧିକ କଂପାନୀକୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଦେଇଛନ୍ତି ।

କେନ୍ଦ୍ରୀୟ ବିକ୍ରି କର କ୍ଷତି କେନ୍ଦ୍ର ଭରିବ

ସୋମବାର ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଅର୍ଥମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଥମ ଦିନ ବୈଠକପରେ ସୁଶିଲ ଗଣମାଧ୍ୟମକୁ…

ସୋମବାର ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଅର୍ଥମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଥମ ଦିନ ବୈଠକପରେ ସୁଶିଲ ଗଣମାଧ୍ୟମକୁ କହିଥିଲେ ଯେ ୨୦୦୦ ମସିହାରେ ସବୁ ରାଜ୍ୟରୁ ବିକ୍ରି ଟିକସ ଉଚ୍ଛେଦ କରାଯାଇ ଭାଟ୍ ବ୍ୟବସ୍ଥା ଲାଗୁ କରାଯାଇଛି ।

ରେଳବାଇ ଅବହେଳା ପ୍ରତିବାଦରେ ବିଜେଡ଼ିର ଅର୍ଥନୈତିକ ଅବରୋଧ

ଆଗାମୀ ଦିନରେ ଏଭଳି ଏକ ରାଜ୍ୟବିକାଶ ବିରୋଧି କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଆଗାମୀ ଦିନରେ ଏଭଳି ଏକ ରାଜ୍ୟବିକାଶ ବିରୋଧି କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେଦୃଢ ଜବାବ ଦେବେ ବୋଲି ଦାସବର୍ମା ଚରମ ଚେତାବନୀ ଜଣାଇଛନ୍ତି ।

ଦ୍ୱିତୀୟ ଦିନରେ ଓକିଲ ଧର୍ମଘଟ

କେନ୍ଦ୍ର ସରକାର ୨୦୦୧ ଆଇନଜୀବୀ କଲ୍ୟାଣ ପାଣ୍ଠି,୨୦୦୧କୁ କାର୍ଯ୍ୟକାରୀ କରିବା ଲାଗି ଏହାକୁ ଆଇନରେ ପରିଣତ କରିଥିଲେ ମଧ୍ୟ ଏହି…

କେନ୍ଦ୍ର ସରକାର ୨୦୦୧ ଆଇନଜୀବୀ କଲ୍ୟାଣ ପାଣ୍ଠି,୨୦୦୧କୁ କାର୍ଯ୍ୟକାରୀ କରିବା ଲାଗି ଏହାକୁ ଆଇନରେ ପରିଣତ କରିଥିଲେ ମଧ୍ୟ ଏହି କେନ୍ଦ୍ରୀୟ ଆଇନକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁ ନାହାନ୍ତି ।

ତ୍ରିବେଣୀକୁ ପଚରା ଉଚରା କରିବ ସାହା କମିଶନ

ଶାହା କମିଶନଙ୍କ ପ୍ରତିନିଧିଦଳ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଖଣି ଦୁର୍ନୀତି ସଂପର୍କରେ ତଥ୍ୟ ସଂଗ୍ରହ କରିବେ ।…

ଶାହା କମିଶନଙ୍କ ପ୍ରତିନିଧିଦଳ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଖଣି ଦୁର୍ନୀତି ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଏହାସହ କାଲି କମିଶନରଙ୍କ ଆଗରେ ଆୟକର ଓ ବିକ୍ରିକର ବିଭାଗର ଅଧିକାରୀ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଶାରେ ୪ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀ

ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର…

ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାଃ ପ୍ରମୋଦ ମେହେର୍ଦ୍ଧା ମଧ୍ୟ ଯୋଗ ଦେଇଛନ୍ତି ।

This website uses cookies.