Tag: କେନ୍ଦ୍ର ସରକାର

ନାଲକୋର ଦ୍ୱିତୀୟ ତ୍ରୈମାସିକ ଫଳାଫଳ: ଲାଭରେ ଗୁରୁତର ହ୍ରାସ

ଗତ ବର୍ଷା ଋତୁରେ କୋଇଲା ଯୋଗାଣରେ ବ୍ୟାଘାତ ତଥା ଖରାପ ମାନର କୋଇଲା ହେତୁ କଂପାନୀର ଲାଭରେ ଗୁରୁତର ହ୍ରାସ…

ଗତ ବର୍ଷା ଋତୁରେ କୋଇଲା ଯୋଗାଣରେ ବ୍ୟାଘାତ ତଥା ଖରାପ ମାନର କୋଇଲା ହେତୁ କଂପାନୀର ଲାଭରେ ଗୁରୁତର ହ୍ରାସ ଘଟିଛି ।

ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳାର ପ୍ରତିବାଦ

କେନ୍ଦ୍ର ସରକାର ୭୨୩ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । କିନ୍ତୁ ଏହି ଅର୍ଥରୁ ଦୁଇଟି ପର୍ଯ୍ୟାୟରେ ୨୨୦କୋଟି…

କେନ୍ଦ୍ର ସରକାର ୭୨୩ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । କିନ୍ତୁ ଏହି ଅର୍ଥରୁ ଦୁଇଟି ପର୍ଯ୍ୟାୟରେ ୨୨୦କୋଟି ଏଥିରୁ ଟଙ୍କା କାଟି ଦେଇଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ପ୍ରତିବାଦ କରି ରେଳମନ୍ତ୍ରୀ ଡ.ସି.ପି.ଯୋଶୀଙ୍କୁ ଚିଠି ଲେଖିଥିଲେ ।

ରନ୍ଧନ ଗ୍ୟାସ୍ କଟକଣା, ମୁଲ୍ୟ ବୃଦ୍ଧି ପ୍ରତିବାଦରେ ଧାରଣା

ଯଦି କେନ୍ଦ୍ର ସରକାର ଏଭଳି ଜନବିରୋଧି ନିଷ୍ପତିରୁ ବିରତ ନ ରୁହନ୍ତି, ତେବେ ଆଗାମୀ ଦିନରେ ବିଜୁ ମହିଳା ଜନତା…

ଯଦି କେନ୍ଦ୍ର ସରକାର ଏଭଳି ଜନବିରୋଧି ନିଷ୍ପତିରୁ ବିରତ ନ ରୁହନ୍ତି, ତେବେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ଜିଲ୍ଲା ସଦର ମହକୁମା, ବ୍ଲକ୍ ସଦର ମହକୁମାରେ ଆନ୍ଦୋଳନ ଜାରି ରହିବ ବୋଲି ମଲ୍ଲିକ ଘୋଷଣା କରିଥିଲେ ।

ପଦଯାତ୍ରାକୁ ନେଇ ଭଦ୍ରକ ବିଜେଡିରେ ଫାଟ

ଜିଲାରେ ଜନସମ୍ପର୍କ ଅଭିଯାନର ନେତୃତ୍ୱ ନେଉଛନ୍ତି ଜିଲା ବିଜେଡି ସଭାପତି ତଥା ସାଂସଦ ଅର୍ଜୁନ ସେଠୀ । ଦଳୀୟ ପର୍ଯ୍ୟବେକ୍ଷକ…

ଜିଲାରେ ଜନସମ୍ପର୍କ ଅଭିଯାନର ନେତୃତ୍ୱ ନେଉଛନ୍ତି ଜିଲା ବିଜେଡି ସଭାପତି ତଥା ସାଂସଦ ଅର୍ଜୁନ ସେଠୀ । ଦଳୀୟ ପର୍ଯ୍ୟବେକ୍ଷକ ଭାବେ ହୁସେନ ରବି ଗାନ୍ଧୀ ମଧ୍ୟ ପଦଯାତ୍ରାରେ ସାମିଲ ହେଉଛନ୍ତି ।

ଡିଜେଲ ଦରବୃଦ୍ଧି, ରନ୍ଧନ ଗ୍ୟାସ କଟକଣାର ଓଡିଶାରେ ବିରୋଧ

ଡିଜେଲ ଦର ବୃଦ୍ଧି ଓ ରନ୍ଧନ ଗ୍ୟାସ କଟକଣା ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଡିଜେଲ ଦର ବୃଦ୍ଧି ଓ ରନ୍ଧନ ଗ୍ୟାସ କଟକଣା ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଡ଼ିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଆନ୍ଦୋଳନ ଡ଼ାକରା

କେନ୍ଦ୍ର ସରକାରଙ୍କର ଏହିଭଳି ଜନବିରୋଧି ଆଭିମୁଖ୍ୟକୁ ଓଡ଼ିଶାର ଜନ ସାଧାରଣ ଆଗାମୀଦିନରେ କବର ଦେବେ ।

କେନ୍ଦ୍ର ସରକାରଙ୍କର ଏହିଭଳି ଜନବିରୋଧି ଆଭିମୁଖ୍ୟକୁ ଓଡ଼ିଶାର ଜନ ସାଧାରଣ ଆଗାମୀଦିନରେ କବର ଦେବେ ।

This website uses cookies.