Tag Archives: କେନ୍ଦ୍ର ସରକାର

ଅର୍ଥ-ବ୍ୟବସାୟଓଡିଶା ଖବର

ନାଲକୋର ଦ୍ୱିତୀୟ ତ୍ରୈମାସିକ ଫଳାଫଳ: ଲାଭରେ ଗୁରୁତର ହ୍ରାସ

ଗତ ବର୍ଷା ଋତୁରେ କୋଇଲା ଯୋଗାଣରେ ବ୍ୟାଘାତ ତଥା ଖରାପ ମାନର କୋଇଲା ହେତୁ କଂପାନୀର ଲାଭରେ ଗୁରୁତର ହ୍ରାସ ଘଟିଛି ।

ବିସ୍ତୃତ
ଓଡିଶା ଖବର

ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳାର ପ୍ରତିବାଦ

କେନ୍ଦ୍ର ସରକାର ୭୨୩ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । କିନ୍ତୁ ଏହି ଅର୍ଥରୁ ଦୁଇଟି ପର୍ଯ୍ୟାୟରେ ୨୨୦କୋଟି ଏଥିରୁ ଟଙ୍କା କାଟି ଦେଇଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ପ୍ରତିବାଦ କରି ରେଳମନ୍ତ୍ରୀ ଡ.ସି.ପି.ଯୋଶୀଙ୍କୁ ଚିଠି ଲେଖିଥିଲେ ।

ବିସ୍ତୃତ
ଓଡିଶା ଖବର

ରନ୍ଧନ ଗ୍ୟାସ୍ କଟକଣା, ମୁଲ୍ୟ ବୃଦ୍ଧି ପ୍ରତିବାଦରେ ଧାରଣା

ଯଦି କେନ୍ଦ୍ର ସରକାର ଏଭଳି ଜନବିରୋଧି ନିଷ୍ପତିରୁ ବିରତ ନ ରୁହନ୍ତି, ତେବେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ଜିଲ୍ଲା ସଦର ମହକୁମା, ବ୍ଲକ୍ ସଦର ମହକୁମାରେ ଆନ୍ଦୋଳନ ଜାରି ରହିବ ବୋଲି ମଲ୍ଲିକ ଘୋଷଣା କରିଥିଲେ ।

ବିସ୍ତୃତ
ଓଡିଶା ଖବର

ପଦଯାତ୍ରାକୁ ନେଇ ଭଦ୍ରକ ବିଜେଡିରେ ଫାଟ

ଜିଲାରେ ଜନସମ୍ପର୍କ ଅଭିଯାନର ନେତୃତ୍ୱ ନେଉଛନ୍ତି ଜିଲା ବିଜେଡି ସଭାପତି ତଥା ସାଂସଦ ଅର୍ଜୁନ ସେଠୀ । ଦଳୀୟ ପର୍ଯ୍ୟବେକ୍ଷକ ଭାବେ ହୁସେନ ରବି ଗାନ୍ଧୀ ମଧ୍ୟ ପଦଯାତ୍ରାରେ ସାମିଲ ହେଉଛନ୍ତି ।

ବିସ୍ତୃତ