Tag Archives: କୋଇଲା ଦୁର୍ନୀତି

ଓଡିଶା ଖବର

କୋଇଲା ଦୁର୍ନୀତି: ମନମୁଖିଭାବେ ବ୍ଲକ ଆବଣ୍ଟନ କରିଛି କେନ୍ଦ୍ର: ମହତାବ

ଓମ୍ସି -ସୈନିକ ଖଣି ବାବଦରେ ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଛନ୍ତି ପିଏସି ବୋଲି ମହାତାବ ଉଲ୍ଲେଖ କରିଛନ୍ତ

ବିସ୍ତୃତ
ଓଡିଶା ଖବର

କୋଇଲା ବ୍ଲକ ଆବଣ୍ଟନ ଅନିୟମିତତା: ଭୁବନେଶ୍ୱରରେ ପିଏସି

ସୈନିକ ମାଇନିଂ ସହ ହୋଇଥିବା ଚୁକ୍ତି,ନବ ଭାରତ ପାଇଥିବା କୋଇଲା ବ୍ଲକ ଏସାର କଂପାନୀକୁ ହସ୍ତାନ୍ତର କରିବା ଏବଂ ଅନ୍ୟନ୍ୟ କୋଇଲା ଦୁର୍ନୀତି ନେଇ ରାଜ୍ୟ ସରକାର ଅଡୁଆରେ ଅଛନ୍ତି ।

ବିସ୍ତୃତ
ଅର୍ଥ-ବ୍ୟବସାୟ

କୋଇଲା ଦୁର୍ନୀତି: ଅଡୁଆରେ ସରକାର !

ସିବିଆଇ ତଦନ୍ତ ଆରମ୍ଭ ହେଲା ପରେ ରାଜ୍ୟ ସରକାର ଅଡୁଆରେ ପଡିଯାଇ ନିଜକୁ ବଞ୍ଚାଇବାକୁ ଏହି ଚୁକ୍ତିକୁ ବାତିଲ କରିଥିବା ଜେନା କହିଛନ୍ତି

ବିସ୍ତୃତ
ମୁଖ୍ୟ ଖବରରାଜନୀତି

ବିଧାନସଭା: ହଟ୍ଟଗୋଳ ପରେ କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ପ୍ରସଙ୍ଗରେ ଗୃହର ବିବରଣୀ ମଗାଇ ଆବଶ୍ୟକ ତର୍ଜମା କରିବାପରେ ଅଣସଂସଦୀୟ ଶବ୍ଦକୁ ଏଥିରୁ ବାଦଦେବାକୁ ନିଦେ୍ର୍ଧଶ ଦେବେ ବୋଲି କହିଥିଲେ ।

ବିସ୍ତୃତ