Tag: କୋରାପୁଟ

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି।

ପ୍ରଶାସନିକ ଅଦଳବଦଳ, ନଅ ଜଣ ଜିଲ୍ଲାପାଳଙ୍କ ବଦଳି

ଯାମିନି ଷଡଙ୍ଗୀ କନ୍ଧମାଳର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଜୟ କୁମାର ଉପାଧ୍ୟାୟ ଜଗତସିଂହପୁର ର ନୂଆଁ ଜିଲ୍ଲାପାଳ ହେବେ । ଭି ଜୟା କୁମାର, ଏନ ଥିରୁମାଲା ନାୟକ, ରସ୍ମିତା ପଣ୍ଡା, ଡି ବୃନ୍ଦା, ଓ ସାଦିକ ଆଲମଙ୍କୁ ଯଥାକ୍ରମେ କୋରାପୁଟ, କେଉଁଝର, ନବରଙ୍ଗପୁର, କଳାହାଣ୍ଡି, ଓ ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଭାବେ…

ଚାରିଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ହତ୍ୟା, ୭୦ ଅଟକ

ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିବା ବେଳେ ଅନ୍ୟମାନେ ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ ।

୭ ମାଓବାଦୀ ଗିରଫ: ବିପୁଳ ବିସ୍ପୋରକ ଜବତ

ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବାର ଖବର ପାଇ ସ୍ଥାନୀୟ ପୋଲିସ ଓ ସୀମା ସୁରକ୍ଷାବାହିନୀ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା ।

ନାରାୟଣ ପାଟଣା ମାଓ ଶିବର ଉପରେ ଚଢଉ

ଆସନ୍ତା ୨୪ ତାରିଖରୁ ପିଏଲ୍ଜି ସପ୍ତାହ ଆରମ୍ଭ ହେଉଥିବାରୁ ସବୁ ଅସ୍ତ୍ରଶସ୍ତ୍ରକୁ ମାଓବାଦୀମାନେ ଏଠାରେ ଲୁଚାଇ ରଖିଥିଲେ ।

କୋରାପୁଟରେ ପଶୁଧନ ବିକାଶ ପ୍ରକଳ୍ପର ଶୁଭାରମ୍ଭ

ରାଜ୍ୟର କୃଷକ ମାନଙ୍କୁ ଚାଷ ସହିତ ଗୋପାଳନ, କୁକୁଡା ଚାଷ, ମାଛ ଚାଷ ଆଦି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବା ସରକାରଙ୍କ ଲକ୍ଷ ।

This website uses cookies.