Tag: କୋରାପୁଟ

କୋରାପୁଟରେ ନାଲ୍କୋ କରିବ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବଲାଙ୍ଗିରରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଡିଏଫ୍ଆଇଡି ରିପୋର୍ଟ ପ୍ରସ୍ତୁତ କରୁଛି ଏବଂ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ।

ପୂର୍ବତନ ୱାର୍ଡ଼ ମେମ୍ବରଙ୍କୁ ମାଓବାଦୀଙ୍କ ହତ୍ୟା

ହତ୍ୟା ପରେ ମାଓବାଦୀମାନେ ସର୍ବୋଙ୍କୁ ଗାଁ ମୁଣ୍ଡରେ ପକାଇ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ ।

କୋରାପୁଟ: ପୋଲିସ ମାଓବାଦୀ ଗୁଳି ବିନିମୟ, ୪ ଗିରଫ

ଯବାନମାନେ ଗିରଫ ମାଓବାଦୀଙ୍କ ଠାରୁ ତିନୋଟି ବନ୍ଧୁକ, ଗୋଟିଏ ବୋମା ଓ ବହୁ ମାଓ ପ୍ରଚାରପତ୍ର ଜବତ କରିଛନ୍ତି ।

ମାଓବାଦୀଙ୍କ ଭାରତ ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

ଏନ୍ସିଟିସିକୁ ବିରୋଧ କରି ଗ୍ରୀନହଣ୍ଟ ଅପରେସନ ଏବଂ ସିଆର୍ପିଏଫ୍ କ୍ୟାମ୍ପ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ପୋଲିସ ଇନ୍-ଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା

ସେ କାମସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ବିଧାୟକ ଅପହରଣ: ଦାବି ଦୋହରାଇଲେ ମାଓବାଦୀ

ଦାବି ସଂପର୍କରେ ସରକାର ଯେଉଁଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ଏହା କୌଣସି ସମାଧାନରେ ପହଞ୍ଚିବ ନାହିଁ ।

This website uses cookies.