Tag Archives: କ୍ଷତିପୂରଣ

ରାଜନୀତି

ଦୁର୍ଗମ ଅଞ୍ଚଳ ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି

ସରକାରଙ୍କ ସହ ଚୁକ୍ତି ସ୍ଵାକ୍ଷର କରିନଥିବା କମ୍ପାନୀ ମଧ୍ୟ ଏହା ଦ୍ଵାରା ଲାଭବାନ ହେବେ । ଅନ୍ୟ ଏକ ଗୁରୁତ୍ଵ ପୂର୍ଣ ନିଷ୍ପତ୍ତି ହେଲା ଚିଟ ଫଣ୍ଡ କମ୍ପାନୀରେ ଦଶ ହଜାର କିମ୍ବା ତା ଠାରୁ କମ ନିବେଶ କରି ଠକାମିର ଶିକାର ହୋଇଥିବା ଲୋକ ମାନଙ୍କୁ ଛୋଟ ନିବେଶକ ଭାବେ ଗଣନା କରାଯିବ ।

ବିସ୍ତୃତ
ମୁଖ୍ୟ ଖବର

ଚାଷୀଙ୍କ ସହାୟତା ପ୍ୟାକେଜ ଯଥେଷ୍ଟ ନୁହେଁ: ଶାସକ, ବିରୋଧି

ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ଅଦିନିଆ ବର୍ଷା ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ସରକାର ଘୋଷଣା କରିଥିବା କ୍ଷତିପୂରଣ ପ୍ୟାକେଜ ଗ୍ରହଣୀୟ ନୁହେଁ ବୋଲି ଉଭୟ ଶାସକ ଓ ବିରୋଧି ବିଧାୟକମାନେ ଅଭିଯୋଗ କରିଛନ୍ତି ।

ବିସ୍ତୃତ