Tag Archives: କ୍ୟାବିନେଟ

ଓଡିଶା ଖବର

ଲିଜ୍ ଜମି ୩ ବର୍ଷ ପଡିରହିଲେ ଫେରାଇ ଆଣିବେ ସରକାର

ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି ।

ବିସ୍ତୃତ
ମୁଖ୍ୟ ଖବର

ସିଧାସଳଖ ଡ଼ିଏସ୍ପି ନିଯୁକ୍ତିକୁ କ୍ୟାବିନେଟ ଅନୁମୋଦନ

ଓଡ଼ିଶା ପୋଲିସ ସେବା (ଓପିଏସ୍) ରେ ସିଧାସଳଖ ଡ଼ିଏସ୍ପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ପ୍ରସ୍ତୁତ ନୀୟମାବଳୀକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।

ବିସ୍ତୃତ